ETV Bharat / state

ଅବକାରୀ ବିଭାଗ ହାତରେ ମହିଳା ମଦ ବ୍ୟବସାୟୀ - ଅବକାରୀ ବିଭାଗ ହାତରେ ମହିଳା ମଦ ବ୍ୟବସାୟୀ

ଅବକାରୀ ବିଭାଗ ହାତରେ ମହିଳା ମଦ ବ୍ୟବସାୟୀ । ସ୍କୁଟିରେ ମହିଳା କରୁଥିଲେ ବିଦେଶୀ ମଦ ଚାଲାଣ । ଆଗକୁ ପଢନ୍ତୁ ...

ଅବକାରୀ ବିଭାଗ ହାତରେ ମହିଳା ମଦ ବ୍ୟବସାୟୀ
author img

By

Published : Oct 15, 2019, 10:54 PM IST

ଅନୁଗୋଳ: ମହିଳାଙ୍କ ମଦ ବେପାରରେ ପଡିଲା ପୂର୍ଣ୍ଣଚ୍ଛେଦ । ସ୍କୁଟିରେ ମଦ ଚାଲାଣ କରୁଥିବାବେଳେ ଧରିଲା ଅବକାରୀ ବିଭାଗ । ବହୁଳ ପରିମାଣରେ ବିଦେଶୀ ମଦ ଜବତ ।

ଅବକାରୀ ବିଭାଗ ହାତରେ ମହିଳା ମଦ ବ୍ୟବସାୟୀ

ସୂଚନା ଅନୁସାରେ, ଢେଙ୍କାନାଳ ସଦର ଥାନା କଳାପାଣି ନିକଟରୁ ଭାରତୀ ପ୍ରଧାନ ନାମକ ଜଣେ ମହିଳା ମଦ ବେପାରୀକୁ ଗିରଫ କରିଛି ଅବକାରୀ ବିଭାଗ । ଅଭିଯୁକ୍ତ ଜଣକ ବରାହାଟ ଗାଁର ବୋଲି ଜଣାପଡିଛି । ସେ ବହୁ ପରିମାଣରେ ବିଦେଶୀ ମଦ ଏକ ସ୍କୁଟିରେ ଧରି ଯାଉଥିବା ବେଳେ ତାଙ୍କ ଅବକାରୀ ବିଭାଗର ସ୍ପେଶାଲ ସ୍କ୍ବାର୍ଡ ହାବୁଡ଼ରେ ପଡିଛନ୍ତି ।

ତେବେ ମହିଳା ଜଣଙ୍କ ଏତେ ପରିମାଣରେ ବିଦେଶୀ ମଦ କାହା ଠାରୁ ନେଉଥିଲେ ସେ ନେଇ ଅଧିକ ତଦନ୍ତ ଆରମ୍ଭ କରିଛି ବିଭାଗ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ମହିଳା ଙ୍କ ମଦ ବେପାର , ସ୍କୁଟିରେ ରେ ମଦ ନେଉଥିବା ବେଳେ ଧରିଲା ଅବକାରୀ ବିଭାଗ ।ବହୁ ପରିମାଣରେ ବିଦେଶୀ ମଦ ଜବଦ ।Body:ମହିଳା ମଦ ବେପାରୀ । ସ୍କୁଟିରେ ବିଦେଶୀ ମଦ ଚାଲାଣ । ସ୍କୁଟିରେ ମଦ ଚାଲାଣ ବେଳେ ଧରିଛି ଅବକାରୀ ବିଭାଗ । ଏଭଳି ଜଣେ ମଦ ବେପାରୀ ଧରା ପଡିଛି ଢେଙ୍କାନାଳ ଜିଲା ର ସଦର ଥାନା କଳାପାଣି ନିକଟରୁ ।ଗିରଫ ମହିଳା ହେଲେ ଭାରତୀ ପ୍ରଧାନ ,ତାଙ୍କ ଘର ବରାହାଟ ଗାଁ ରେ । ସେ ବହୁ ପରିମାଣରେ ବିଦେଶୀ ମଦ ଏକ ସ୍କୁଟି ରେ ଧରି ଯାଉଥିବା ବେଳେ ତାଙ୍କ ଅବକାରୀ ବିଭାଗର ସ୍ପେଶାଲ ସ୍କ୍ୱାର୍ଡ ହାବୁଡ଼ରେ ପଡିଛନ୍ତି ।Conclusion:ତେବେ ମହିଳା ଜଣଙ୍କ ଏତେ ପରିମାଣ ରେ ବିଦେଶୀ ମଦ କାହା ଠାରୁ ନେଉ ଥିଲେ ସେ ନେଇ ଅଧିକ ତଦନ୍ତ ଚଳାଇଛି ବିଭାଗ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.