ETV Bharat / state

ଅନୁଗୋଳ ଗସ୍ତରେ ଧର୍ମେନ୍ଦ୍ର ପ୍ରଧାନ, ସପରିବାର ସହ ମା ହିଙ୍ଗୁଳାଙ୍କୁ କଲେ ଦର୍ଶନ

author img

By

Published : Jan 10, 2021, 4:00 PM IST

ନିଜ ଜିଲ୍ଲା ଅନୁଗୋଳ ଗସ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ନିଜ ସପରିବାର ସହ ମା ହିଙ୍ଗୁଳାଙ୍କ କଲେ ପୂଜାର୍ଚ୍ଚନା । ଅଧିକ ପଢନ୍ତୁ...

union minister dharmendra pradhan visits anugul
ଧର୍ମେନ୍ଦ୍ରଙ୍କ ଅନୁଗୋଳ ଗସ୍ତ, ସପରିବାର ସହ ମା ହିଙ୍ଗୁଳାଙ୍କ କଲେ ପୂଜାର୍ଚ୍ଚନା

ଅନୁଗୋଳ: ନିଜ ଜିଲ୍ଲା ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗତକାଲି ବିଳମ୍ବିତ ରାତ୍ରିରେ ଧର୍ମେନ୍ଦ୍ର ନିଜ ଘର ତାଳଚେରରେ ପହଞ୍ଚିଛନ୍ତି । ଆଜି(ରବିବାର) ସେ ନିଜ ସପରିବାର ସହ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ଦର୍ଶନ କରିଛନ୍ତି । ସେଠାରେ ସେ ମାଙ୍କ ପୂଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଛି । ମାଙ୍କ ଦର୍ଶନ ପରେ ଧର୍ମେନ୍ଦ୍ର ତାଳଚେର ଓ ଅନୁଗୋଳରେ ଆୟୋଜିତ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବାକୁ ଥିବା ଜଣାପଡିଛି ।

ଧର୍ମେନ୍ଦ୍ର ପ୍ରଧାନ ତାଳଚେରରେ ପହଞ୍ଚିବା ସମୟରେ ସେଠାରେ ତାଙ୍କୁ ବହୁ ଦଳୀୟ କର୍ମୀ ଓ ନେତା ସ୍ବାଗତ ଜଣାଇଥିଲେ । ତେବେ ମନ୍ତ୍ରୀଙ୍କ ଅନୁଗୋଳ ଗସ୍ତ ପାଇଁ ଜିଲ୍ଲାର ସମସ୍ତ ବିଜେପି କର୍ମୀ ବେଶ୍ ଉତ୍ସାହିତ ଅଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.