ETV Bharat / state

କେନ୍ଦ୍ରୀୟ ବିଦ୍ୟାଳୟ ୧ ପରିଦର୍ଶନରେ କେନ୍ଦ୍ରଶିକ୍ଷା ମନ୍ତ୍ରୀ - କେନ୍ଦ୍ରୀୟ ବିଦ୍ୟାଳୟ ୧ ପରିଦର୍ଶନରେ କେନ୍ଦ୍ରଶିକ୍ଷା ମନ୍ତ୍ରୀ

ଅନୁଗୋଳ କେନ୍ଦ୍ରୀୟ ବିଦ୍ୟାଳୟ ୧ ପରିଦର୍ଶନରେ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ଏବଂ ନୂଆ ଜାତୀୟ ଶିକ୍ଷା ନୀତି ଉପରେ ବିଶେଷ ଆଲୋଚନା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଅଧିକ ପଢନ୍ତୁ

କେନ୍ଦ୍ରୀୟ ବିଦ୍ୟାଳୟ ୧ ପରିଦର୍ଶନରେ କେନ୍ଦ୍ରଶିକ୍ଷା ମନ୍ତ୍ରୀ

author img

By

Published : Apr 14, 2022, 9:35 PM IST

ଅନୁଗୋଳ: ଅନୁଗୋଳସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟର-୧ ପରିଦର୍ଶନ କରିବା ସହ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନୂଆ ଜାତୀୟ ଶିକ୍ଷାନୀତି ଉପରେ ବିଶେଷ ଆଲୋଚନା କରିବା ସହ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ଉପରେ ମଧ୍ୟ ଅଲୋଚନା କରିଛନ୍ତି ।

କେନ୍ଦ୍ରୀୟ ବିଦ୍ୟାଳୟ ୧ ପରିଦର୍ଶନରେ କେନ୍ଦ୍ରଶିକ୍ଷା ମନ୍ତ୍ରୀ
କେନ୍ଦ୍ରୀୟ ବିଦ୍ୟାଳୟ ୧ ପରିଦର୍ଶନରେ କେନ୍ଦ୍ରଶିକ୍ଷା ମନ୍ତ୍ରୀ

ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସନ୍ଥକବି ଭୀମ ଭୋଇଙ୍କ କାଳଜୟୀ କାବ୍ୟ ‘‘ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ’’ ମୂଲ୍ୟବୋଧ ଛାତ୍ରଛାତ୍ରୀଙ୍କୁ ବୁଝାଇବା ସହ ଆମ ରାଜ୍ୟର ଇତିହାସ ପୃଷ୍ଠାରେ ଅନାଲୋଚିତ ବୀର ସଂଗ୍ରାମୀ ମାନଙ୍କ ବିଷୟରେ ପଢାଇବା ପାଇଁ ପରାମର୍ଶ ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାଶ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.