ETV Bharat / state

ଦିନରେ ଝାଞ୍ଜି, ସନ୍ଧ୍ୟାରେ କାଳବୈଶାଖୀ

ଖରା ସହ ଦାଉ ସାଧୁଛି କାଳବୈଶାଖୀ । ଖରାରେ ହନ୍ତସନ୍ତ ହେଉଥିବା ଲୋକଙ୍କ ଉପରେ ଏବେ ଚଡକ ପକାଇଛି କାଳବୈଶାଖୀ । ତାଲଚେରରେ କାଳବୈଶାଖୀ ପ୍ରଭାବରେ ଅନେକ ଚାଳ ଘର ଭାଙ୍ଗିବା ସହ ଗଛ ଗୁଡିକ ଉପୁଡି ପଡିଛି ।

author img

By

Published : May 28, 2019, 11:29 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ଜିଲ୍ଲାର ତାଳଚେର ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ । ବିଭିନ୍ନ ରାସ୍ଥାରେ ଘଛ ଉପୁଡ଼ି ପଡିବା ସହ ବିଦ୍ୟୁତ ସରବରାହ ବ୍ୟାହତ ହୋଇଛି । ହଠାତ ଧୂଳି ଝଡ ସହ ବର୍ଷା ମାଡି ଆସିବାରୁ ବିଭିନ୍ନ ସ୍ଥାନରେ କ୍ଷୟକ୍ଷତି ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଛୋଟଛୋଟ ଚାଳ ଘର ସମେତ କେତେକ ସ୍ଥାନରେ ଆଜବେଷ୍ଟର ଘର ସବୁ ଭାଙ୍ଗି ଯାଇଛି । ସେହିଭଳି ବିଦ୍ୟୁତ ଖୁଣ୍ଟ ସବୁ ଉପୁଡି ପଡିଛି । ତେବେ ଏହି ବର୍ଷା ପରେ ଏବେ ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିଥିବା ବେଳେ ବିଦ୍ୟୁତ ସରବରାହ ବନ୍ଦ ଯୋଗୁ ଲୋକେ ନାନା ଅସୁବିଧା ଭୋଗୁଛନ୍ତି । ବିଶେଷ କରି ତାଳଚେର ପୌରାଞ୍ଚଳ ଲାଗିଥିବା ଗ୍ରାମାଞ୍ଚଳ ଗୁଡିକରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ଅନୁଗୋଳ ଜିଲା ତାଳଚେର ଅଞ୍ଚଳରେ କାଳ ବୈଶାଖୀ ତାଣ୍ଡବ ।ବିଭିନ୍ନ ସ୍ଥାରେ ଘଛ ଉପଡ଼ି ପଡିବା ସହ ବିଦ୍ୟୁତ ସରବରାହ ବ୍ୟାହତ ହୋଇଛି । ହଠାତ ଧୂଳି ଝଡ ସହ ବର୍ଷା ମାଡି ଆସିବାରୁ ବିଭିନ୍ନ ସ୍ଥାନରେ କ୍ଷୟକ୍ଷତି ହୋଇଛି । ଛୋଟଛୋଟ ଝୁମ୍ପୁଡି ଘର  ସମେତ କେତେକ ସ୍ଥାନରେ ଆଜବେଷ୍ଟ ଘର ସବୁ ଭାଙ୍ଗି ଯାଇଛି । ସେହି ଭିଲି  ବିଦ୍ୟୁତ ଖୁଣ୍ଟ ସବୁ ଉପୁଡି ପଡିଛି । ତେବେ ହୋଇଥିବା ଏହି ବର୍ଷା ରେ ତାତି ରୁ ସାମାନ୍ୟ ଆସ୍ୱସ୍ତି ମିଳିଥିବା ବେଳେ ବିଦ୍ୟୁତ ସରବରାହ ବନ୍ଦ ଯୋଗୁ ଲୋକେ ନାନା ହୀନସ୍ଥା ଭୋଗୁଛନ୍ତି ।ବିଶେଷ କରି ତାଳଚେର ପୌରା ଅଞ୍ଚଳ ଲାଗିଥିବା ଗ୍ରାମାଞ୍ଚଳ ରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି।
Visual on FTP 
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.