ETV Bharat / state

କୋଭିଡ ନିୟମ ସହ ପୂଜା ପରିଚାଳନା ପାଇଁ ସମ୍ବର୍ଦ୍ଧିତ ହେଲେ ପୂଜାକମିଟି - ଢେଙ୍କାନାଳ ସାଂସଦ ମହେଶ ସାହୁ

କୋଭିଡ ନିୟମ ସହ ପୂଜା ପରିଚାଳନା ପାଇଁ କମିଟିମାନଙ୍କୁ ସମ୍ବର୍ଦ୍ଧିତ କଲେ ସାଂସଦ ମହେଶ ସାହୁ । ପଢନ୍ତୁ ଅଧିକ....

କୋଭିଡ କଟଣାକୁ ମାନି ଥିବାରୁ ସମ୍ବର୍ଦ୍ଧିତ ହେଲେ ପୂଜାକମିଟି ସଦସ୍ୟ

author img

By

Published : Oct 25, 2020, 8:49 PM IST

ଅନୁଗୋଳ: କୋଭିଡ ନିୟମ ମାନି ପୂଜା କରିଥିବାରୁ ପୂଜା କମିଟି ମାନଙ୍କୁ ସମ୍ବର୍ଦ୍ଧିତ କଲେ ସାଂସଦ । ଅନୁଗୋଳ ସହରର ସମସ୍ତ ପୂଜା କମିଟି ସଦସ୍ୟଙ୍କ ସହ ଆଲୋଚନା କରିବା ସହ ଶୃଙ୍ଖଳିତ ପୂଜା ପରିଚାଳନା ପାଇଁ ଧନ୍ୟବାଦ ଦେଇଛନ୍ତି ଢେଙ୍କାନାଳ ସାଂସଦ ମହେଶ ସାହୁ । ଅନୁଗୋଳ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ସାଂସଦ ଶ୍ରୀ ସାହୁ ବିଭିନ୍ନ ପୂଜା କମିଟି ସଦସ୍ୟଙ୍କ ସହ ଆଲୋଚନା କରିବା ଅବସରରେ ସେମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ।

କୋଭିଡ କଟଣାକୁ ମାନି ଥିବାରୁ ସମ୍ବର୍ଦ୍ଧିତ ହେଲେ ପୂଜାକମିଟି ସଦସ୍ୟ

ଆଗାମୀ ଦିନରେ ହେବାକୁ ଥିବା ଗଜଲକ୍ଷ୍ମୀ ପୂଜା ସମୟରେ କିଭଳି କୋଭିଡ କଟକଣାକୁ ମାନି ପୂଜା ପାଳିବେ ସେ ନେଇ ପରାମର୍ଶ ଦେଇଥିଲେ। ଯେଉଁ ଭଳି ଭାବେ ଦୁର୍ଗାଙ୍କ ପୂଜାକୁ କୋଭିଡ ଗାଇଡଲାଇନ ସହ ପାଳନ କରିଛନ୍ତି, ସେହିଭଳି ଭାବେ କଟକଣାକୁ ମାନି ଲକ୍ଷ୍ମୀ ପୂଜା ପାଳନ କରିବାକୁ କମିଟି ସଦସ୍ୟଙ୍କୁ ନିବେଦନ କରିଛନ୍ତି ସାଂସଦ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.