ETV Bharat / state

ଦ୍ୱିତୀୟ ସପ୍ତାହରେ ସଟଡାଉନର ପ୍ରଥମ ଦିନ, ଅନୁଗୋଳରେ ସବୁକିଛି ଠପ୍‌

author img

By

Published : Jul 11, 2020, 11:00 AM IST

Updated : Jul 11, 2020, 11:12 AM IST

ଅନୁଗୋଳ ଜିଲ୍ଲାରେ ସଟଡାଉନକୁ ସଫଳ କରିବାକୁ ପୋଲିସ ପକ୍ଷରୁ ଜୋରଦାର ଚେକିଂ କରାଯାଉଛି । ସଂକ୍ରମଣ ବିସ୍ତାର ରୋକିବାକୁ ଜିଲ୍ଲାରେ ଜୁଲାଇ ମାସ ସାରା ଦୁଇ ଦିନିଆ ସଟ ଡାଉନ ଘୋଷଣା ହୋଇଛି । ଅଧିକ ପଢନ୍ତୁ...

ଦ୍ୱିତୀୟ ସପ୍ତାହରେ ସଟଡାଉନର ପ୍ରଥମ ଦିନ, ସବୁକିଛି ଠପ୍‌

ଅନୁଗୋଳ: କୋରୋନାକୁ କାବୁ କରିବାକୁ ପ୍ରଶାସନିକ ସ୍ତରରେ ଜୋରଦାର ପ୍ରୟାସ ଜାରି ରହିଛି । ସଂକ୍ରମଣ ବିସ୍ତାରରେ ରୋକ ଲଗାଇବାକୁ ଅନୁଗୋଳରେ 2 ଦିନିଆ ସାପ୍ତାହିକ ସଟ ଡାଉନ ଘୋଷଣା କରାଯାଇଛି । ଶନିବାର ଓ ରବିବାର ସଟ ଡାଉନର କଡା ବଳୟରେ ରହିବ ଜିଲ୍ଲା । ଆଜି ମାସର ଦ୍ବିତୀୟ ଶନିବାର । ଜିଲ୍ଲାରେ ସଟଡାଉନକୁ କଡାକଡି ପାଳନ କରାଯାଉଛି ।

ଦ୍ୱିତୀୟ ସପ୍ତାହରେ ସଟଡାଉନର ପ୍ରଥମ ଦିନ, ଅନୁଗୋଳରେ ସବୁକିଛି ଠପ୍‌

ଜିଲ୍ଲା ସମସ୍ତ ଉପଖଣ୍ଡରେ ଲୋକଙ୍କ ଯିବା ଆସିବା ଉପରେ କଟକଣା ଲଗାଯାଇଛି। ନିହାତି କାମ ନଥିଲେ ଘରୁ ନ ବାହାରିବାକୁ ପୋଲିସ ପକ୍ଷରୁ ବାରଣ କରାଯାଉଛି । ସବୁ ଛକ ଓ ପ୍ରବେଶ ପଥରେ ପୋଲିସ ପକ୍ଷରୁ କଡା ପ୍ରହରା ରହିଛି । ଜିଲ୍ଲାରେ କୋରୋନା ସଂକ୍ରମଣ ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାରେ ଚଳିତ ମାସ ସାରା 2 ଦିନିଆ ସପ୍ତାହିକ ସଟ ଡାଉନ କରିବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶନାମା ଜାରି କରିଛି ।

ସେପଟେ, ଜିଲ୍ଲାରେ ଆଜି ସୁଦ୍ଧା ଆକ୍ରାନ୍ତ ସଂଖ୍ୟା 121 ରେ ପହଞ୍ଚିଛି । ଗତ କାଲି ଜିଲ୍ଲାରୁ 23 ସୁସ୍ଥ ହୋଇଥିବା ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Jul 11, 2020, 11:12 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.