ETV Bharat / state

ତାଲାବନ୍ଦର ପ୍ରଥମ ଦିନ, ଶୁନଶାନ ଅନୁଗୋଳ ସହର

ଆଜିଠାରୁ ସାରା ରାଜ୍ୟରେ ଆରମ୍ଭ ହୋଇଥିବା 14 ଦିନିଆ ଲକଡାଉନର ପ୍ରଥମ ଦିନ । ଅନୁଗୋଳ ସହରରେ ମଧ୍ୟ ଦେଖିବାକୁ ମିଳିଛି ପ୍ରଭାବ । ଶୁନଶାନ ସହର ।ଅଧିକ ପଢନ୍ତୁ...

author img

By

Published : May 5, 2021, 3:44 PM IST

ତାଲାବନ୍ଦର ପ୍ରଥମ ଦିନ, ଶୁନସାନ ଅନୁଗୋଳ ସହର
ତାଲାବନ୍ଦର ପ୍ରଥମ ଦିନ, ଶୁନସାନ ଅନୁଗୋଳ ସହର

ଅନୁଗୋଳ : ଆଜିଠାରୁ ସାରା ରାଜ୍ୟରେ ଆରମ୍ଭ ହୋଇଥିବା 14 ଦିନିଆ ଲକଡାଉନର ପ୍ରଥମ ଦିନ । ଅନୁଗୋଳରେ ଏହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି । ସରକାରଙ୍କ ଘୋଷଣା ଆନୁସାରେ ସକାଳ ୬ ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପନି ପରିବା, କ୍ଷୀର ଓ ରାସନ ଭଳି ଜରୁରୀ ସାମଗ୍ରୀ ଦୋକାନ ଖୋଲା ରହୁଥିବାରୁ ଲୋକେ କଟକଣାକୁ ମାନି ଜିନିଷ କିଣୁଛନ୍ତି । ସେହିପରି ପ୍ରମୁଖ ଛକ ଜାଗାଗୁଡିକରେ ପୋଲିସ ମୂତୟନ ରହିଛି ।

ତାଲାବନ୍ଦର ପ୍ରଥମ ଦିନ, ଶୁନସାନ ଅନୁଗୋଳ ସହର

ବିନା କାମରେ କିମ୍ବା ଘର ଠାରୁ ଦୂରକୁ ଜିନିଷ ନେବାକୁ ଆସୁଥିବା ଲୋକଙ୍କୁ ପୋଲିସ ବୁଝାସୁଝା କରି ଫେରାଇ ଦେଉଥିବା ଦେଖିବାକୁ ମିଳିଛି । ଲୋକମାନେ ମଧ୍ୟ ସଚେତନ ହୋଇ କଟକଣା ମାନିବା ସହ ପୋଲିସ ଓ ପ୍ରଶାସନିକୁ ସହଯୋଗ କରୁଛନ୍ତି । କହିବାକୁ ଗଲେ ଅନୁଗୁଳରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଲୋକେ ନିଜେ ସଚେତନ ଥିବା ପରି ମନେ ହେଉଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.