ETV Bharat / state

ନିର୍ମାଣ ସାମଗ୍ରୀରେ ରୟାଲିଟିକୁ ବିରୋଧ, ଧାରଣାରେ ଠିକାଦାର ସଂଘ

author img

By

Published : Nov 2, 2019, 9:20 AM IST

ରୟାଲିଟି ଆଦାୟ ପାଇଁ ରାଜସ୍ବ ସଚିବ ନେଇଥିବା ନିଷ୍ପତ୍ତି ବିରୁଦ୍ଧରେ ଅନୁଗୋଳ ଠିକାଦାର ସଂଘ ଧାରଣାରେ ବସିଛି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ରୟାଲିଟି ଆଦାୟ ପାଇଁ ରାଜସ୍ବ ସଚିବ ନେଇଥିବା ନିଷ୍ପତ୍ତି ବିରୁଦ୍ଧରେ ଅନୁଗୋଳ ଠିକାଦାର ସଂଘ ଧରଣାରେ ବସିଛି । ଏହା ସହିତ କୌଣସି ପ୍ରକାର ନିର୍ମାଣ କାର୍ଯ୍ୟ ନ କରିବାକୁ ନିଷ୍ପତ୍ତି ନେଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ସଂଘର ଅଭିଯୋଗ ଅନୁସାରେ, ପୂର୍ବରୁ ଠିକାଦାରଙ୍କ ବିଲ୍‌ରୁ ରୟାଲିଟି ଆଦାୟ କରାଯାଉଥିଲା । ହେଲେ ନୂଆ ନିୟମ ଅନୁସାରେ ଠିକାଦାର ମାନେ ନିର୍ମାଣ ପାଇଁ ବ୍ୟବହାର କରୁଥିବା ଖଣିଜ ପଦାର୍ଥ ଉପରୁ ମଧ୍ୟ ରୟାଲିଟି ଆଦାୟ କରିବାକୁ ନିଷ୍ପତ୍ତି ହୋଇଛି । ଏହା ଦ୍ବାରା ଠିକାଦାରମାନେ ବହୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବେ । ତେଣୁ ତୁରନ୍ତ ଏହା ଉପରେ ପୁନର୍ବିଚାର ନ କଲେ ଠିକାଦାରମାନେ କାମ ବନ୍ଦ ଜାରି ରଖିବାକୁ ଚେତାବନୀ ଦେଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଧାରଣା ରେ ଠିକାଦାର । ରାୟଲଟି ଆଦାୟ ପାଇଁ ରାଜସ୍ୱ ସଚିବ ନେଇଥିବା ନିସ୍ପତି ବିରୁଦ୍ଧରେ ଅନୁଗୋଳ ଠିକାଦାର ସଙ୍ଘର ଧରଣା ।Body:ଠିକାଦାର ମାନଙ୍କ ଠାରୁ ରାୟଲଟି ଆଦାୟ ପାଇଁ ରାଜସ୍ୱ ସଚିବ ନେଇଥିବା ନିସ୍ପତି ବିରୁଦ୍ଧରେ ଅନୁଗୋଳ ଠିକାଦାର ସଙ୍ଘ ଧାରଣାରେ ବସିଛି। କୌଣସି ପ୍ରକାର ନିର୍ମାଣ କାର୍ଯ୍ୟ ନକରିବାକୁ ନିସ୍ପତି ନେଇଛି। ସଙ୍ଘ ଅବିଯୋଗ କରିଛିଯେ ପୂର୍ବରୁ ଠିକାଦାର ମାନଙ୍କ ବିଲରୁ ରାୟଲଟି କଟା ଯାଉଥିଲା। କିନ୍ତୁ ନୂଆ ନିୟମ ଅନୁସାରେ ଠିକାଦାର ମନେ ନିର୍ମାଣ ପାଇଁ ବ୍ୟବହାର କରୁଥିବା ଖଣିଜ ପଦାର୍ଥ ଉପରୁ ମଧ୍ୟ ରାୟଲଟି କାଟି ରଖିବାକୁ ନିସ୍ପତି ହୋଇଛି। ଏହାଦ୍ୱାରା ଠିକାଦାର ମାନେ ବହୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବେ।
ବାଇଟ1-ଅମ୍ବିକା ଭଟ (ସଭାପତି, ଜିଲ୍ଲା ଠିକାଦାର ସଙ୍ଘ)
ବାଇଟ2-ପଦ୍ମ ଚରଣ ସାହୁ (ସମ୍ପାଦକ, ଜିଲା ଠିକାଦାର ସଙ୍ଘ)Conclusion:ତେଣୁ ତୁରନ୍ତ ଏହା ଉପରେ ପୁନର୍ବିଚାର ନକଲେ ଠିକାଦାର ମାନେ କାମ ବନ୍ଦ ଜାରି ରଖିବାକୁ ଚେତାବନୀ ଦେଇଛନ୍ତି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.