ETV Bharat / state

ଟିପର ଧକ୍କାରେ ସାଇକେଲ ଆରୋହୀ ମୃତ - ଟିପର ଧକ୍କାରେ ଜଣେ ମୃତ

ଅନୁଗୋଳ ଜିଲ୍ଲାର ବଂରପାଳ ଥାନା ଆଶା ଟକିଜ ସମ୍ମୁଖରେ ଟିପର ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : Nov 10, 2019, 4:48 PM IST

ଅନୁଗୋଳ: ସାଇକେଲ ଆରୋହୀଙ୍କ ଉପରେ ଚଢିଗଲା ଟିପର । ଦୁର୍ଘଟଣାରେ ସାଇକେଲ ଆରୋହୀଙ୍କର ମୃତ୍ୟୁ ଘଟିଛି । ଅନୁଗୋଳ ଜିଲ୍ଲାର ବଂରପାଳ ଥାନା ଆଶା ଟକିଜ ସମ୍ମୁଖରେ ଘଟିଛି ଏଭଳି ଦୁର୍ଘଟଣା । ମୃତକ ଜଣଙ୍କ ଝଝିରବାହାଳ ଗ୍ରାମର ଜଗତ ଗୋଛାୟତ ବୋଲି ଜଣା ପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ସୂଚନା ମୁତାବକ, ଜଗତ ସାଇକେଲରେ ଆଶା ଟକିଜ ଦେଇ ଯାଉଥିବା ବେଳେ ସାମ୍ନାପଟୁ ଏକ ଟିପର ଆସି ତାଙ୍କୁ ଧକ୍କା ଦେବାସହ ତାଙ୍କ ଉପରେ ଚଢ଼ି ଯାଇଥିଲା । ଫଳରେ ସେ ଘଟଣା ସ୍ଥଳରେ ହିଁ ପ୍ରାଣ ହରାଇଥିଲେ ।

ସେପଟେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଦାର କରିବା ସହ ସମ୍ପୃକ୍ତ ଟ୍ରକକୁ ଅଟକ ରଖିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଟିପର ଧକା ରେ ଜଣ ଙ୍କର ମୃତ୍ୟୁ। ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ବଂରପାଳ ଥାନା ଆଶା ଟକିଜ ସମ୍ମୁଖରେ ।Body: ଦୁର୍ଘଟଣା ରେ ଝଝିରବାହାଳ ଗାଁ ର ଜଗତ ଗୋଛୟତ ଙ୍କ ମୃତ୍ୟୁ ଘଟିଛି । ଢେଙ୍କାନାଳ ପଟୁ ସମ୍ବଲପୁର ଅଭିମୁଖେ ଯାଉଥିବା ଏକ ଟ୍ରକ ଓ ସାଇକଲେ ଟି ଆଶାଟକିଜ ସମ୍ମୁଖରେ ମୁହାଁ ମୁହିଁ ଧକା ହୋଇଥିଲେ । ଟିପର ଟି ଜଗତଙ୍କ ଉପରେ ଚଢ଼ି ଯାଇଥିବା ବେଳେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଥିଲେ ସୁଦ୍ଧା ଏଥିପ୍ରତି କୌଣସି ପଦକ୍ଷେପ ନିଆ ଯାଉନଥିବାରୁ ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଛି । Conclusion:ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଯବଦ କରିବା ସହ ଦୁର୍ଘଟଣା ଘଟିଥିବା ଟ୍ରକ କୁ ମଧ୍ୟ ଅଟକ ରଖିଛି ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.