ETV Bharat / state

ଅନୁଗୋଳରେ ଆରମ୍ଭ ହେଲା ରାହାଗିରି: କୁଲଦୀପଙ୍କ ଗୀତରେ ଝୁୁମିଲେ ଜିଲ୍ଲାବାସୀ

author img

By

Published : May 8, 2022, 4:47 PM IST

ଅନୁଗୋଳ ଜିଲ୍ଲାରେ ଆଜି ଦ୍ଵିତୀୟ ଥର ପାଇଁ ଆରମ୍ଭ ହୋଇଛି ରାହାଗିରି । ଏକାଠି ହେଲେ ଅନୁଗୋଳବାସୀ । ଅଧିକ ପଢନ୍ତୁ

ଅନୁଗୋଳରେ ଆରମ୍ଭ ହେଲା ରାହାଗିରି,  ଏକାଠି ହେଲେ ଜିଲ୍ଲାବାସୀ

ଅନୁଗୋଳ : କୋରୋନା କଟକଣା ହଟିବା ପରେ ଅନୁଗୋଳ ଜିଲ୍ଲାରେ ଆଜି ଦ୍ଵିତୀୟ ଥର ପାଇଁ ଆରମ୍ଭ ହୋଇଛି ରାହାଗିରି । ପ୍ରଥମଥର ଅନୁଗୋଳ ଜିଲ୍ଲାର ପ୍ରତିଷ୍ଠା ଦିବସ ପରେ ଆଜି ଏହି ଉତ୍ସବ ପାଳନ ହୋଇଛି । ଫଳରେ ରାହାଗିରିରେ ଦ୍ୱିତୀୟ ଥର ପାଇଁ ଏକାଠି ହୋଇଛନ୍ତି ଅନୁଗୋଳବାସୀ ।

ରାହାଗିରି ଉତ୍ସବ ଅବସରରେ ଅନୁଗୋଳ ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ସାମ୍ନା ରାସ୍ତାରୁ B.ED କଲେଜ ଛକ ପର୍ଯ୍ୟନ୍ତ ରାସ୍ତାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାର କୁନିକୁନି ପିଲାମାନେ ନିଜର କଳା ପରିଦର୍ଶନ କରିଥିଲେ। ଏଥର ମୁଖ୍ୟ ଆକର୍ଷଣ ଥିଲା ଓଲିଉଡ଼ ପ୍ଲେ ବ୍ୟାକ ସିଙ୍ଗର କୁଲଦୀପ ପଟ୍ଟନାୟକଙ୍କ ସଙ୍ଗୀତ ପରିବେଷଣ, ଯାହା ସମସ୍ତଙ୍କ ମନକୁ ଛୁଇଁଥିଲା। ଏହି ପଥ ଉତ୍ସବକୁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଓ ଏସ ପି ଜଗମୋହନ ମିନା ଉଦଘାଟନ କରିଥିଲେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.