ETV Bharat / state

ଭୋଟରଙ୍କ ହକ୍‌ ପ୍ରଥମ କାମ: ପ୍ରତାପ ପ୍ରଧାନ - ଅନୁଗୋଳ ରାଜନୀତି

ନିର୍ବାଚନୀ ମାହୋଲରେ ଭୋଟରଙ୍କୁ ମନାଉଛନ୍ତି ପ୍ରାର୍ଥୀ । କଣ ରହିବ ଜିତିବା ପରବର୍ତ୍ତୀ ଆଭିମୁଖ୍ୟ ସେନେଇ ବୁଝାଉଛନ୍ତି । ଏହି ଅବସରରେ ନେତାଙ୍କୁ 5ଟି ପ୍ରଶ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ଅନୁଗୋଳ ବିଜେପି ବିଧାୟକ ପ୍ରାର୍ଥୀ ପ୍ରତାପ ପ୍ରଧାନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : Mar 30, 2019, 2:10 PM IST

Updated : Mar 30, 2019, 9:17 PM IST

ଅନୁଗୋଳ: ଚାଲିଛି ନିର୍ବାଚନୀ କସରତ । ନିର୍ବାଚନ ଜିତିଲେ କଣ କରିବେ ନେତା । 'ଇଟିଭି ଭାରତ' ପକ୍ଷରୁ ଚାଲିଥିବା5ଟି ପ୍ରଶ୍ନ ନେତାଙ୍କୁ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ଅନୁଗୋଳ ବିଜେପି ବିଧାୟକ ପ୍ରାର୍ଥୀ ପ୍ରତାପ ପ୍ରଧାନ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ନିର୍ବାଚନ ଜିତିଲେ ସ୍ଥାନୀୟ ଲୋକଙ୍କ ହକ୍ ପୁରଣତାଙ୍କର ପ୍ରାଥମିକତା ରହିବ । ଆବାଳବୃଦ୍ଧବନିତା ସମସ୍ତେ ଅବହେଳାର ଶିକାର ହୋଇଥିବାବେଳେ ଏହାକୁ ଦୂର କରିବା ତାଙ୍କର ପ୍ରଥମ କାମ ହେବ ବୋଲି ସେ କହିଛନ୍ତି ।

ଆଗାମୀ ନିର୍ବାଚନରେ ତାଙ୍କର ସ୍ଲୋଗାନ ରହିବ ‘ଅନୁଗୋଳ ନିର୍ବାଚନମଣ୍ଡଳୀର ବିକାଶ’ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସବକା ସାଥ ସବକା ବିକାଶ ନାରାକୁ ନେଇ ସେ ଲୋକଙ୍କ ପାଖକୁ ଯିବେ । ଲୋକଙ୍କ ହକ୍‌ ପାଇଁ ଲଢିବେ ।
ଅନୁଗୋଳ ନିର୍ବାଚନମଣ୍ଡଳୀର ମୌଳିକ ଉନ୍ନତି ପ୍ରତି ସେ ଧ୍ୟାନ ଦେବେ ବୋଲି ପ୍ରତାପ କହିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Kind Attn Please Odia Desk ! 
This is in relation to the Story on elections in Kotia . This story is missing two powerful bytes : 1. Salapu Gemel , Talaganjeipadar and 2. Jaysing Majhi of Nerediwalasa .This story would lose its worth without these two bytes .Our story can't be authenticated without these two bytes . We are free to cut all other bytes for giving space to these two bytes . In the script too it's not 11 disputed villages but 21 villages . Further as there is no official version from officials , I have quoted this  move  to provide vehicles for the voters as that of Jaising .Please rewrite the script or even place the script that I had supplied .For being a disputed site between two states it would need special attention . Please do the needful .
Regards 
Santakar 
Koraput 
Last Updated : Mar 30, 2019, 9:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.