ETV Bharat / state

ହରିବେରିଣୀ ଡବଲ ମର୍ଡର ଘଟଣାରେ ଜଣେ ଗିରଫ

author img

By

Published : Nov 7, 2020, 12:35 AM IST

Police asrrested one accused of Anugul double murder case
ହରିବେରିଣୀ ଡବଲ ମର୍ଡର ଘଟଣାରେ ଜଣେ ଗିରଫ

23:35 November 06

ହରିବେରିଣୀ ଡବଲ ମର୍ଡର ଘଟଣାରେ ଜଣେ ଗିରଫ

ହରିବେରିଣୀ ଡବଲ ମର୍ଡର ଘଟଣାରେ ଜଣେ ଗିରଫ

ଅନୁଗୋଳ: ଜିଲ୍ଲାର ବହୁଚର୍ଚ୍ଚିତ ହରିବେରିଣୀ ଡବଲ ମଡ଼ର ଘଟଣାରେ ଜଣେ ଗିରଫ । ଆଉ ଜଣେ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ । ଅନୁଗୋଳ ଥାନା ହରିବେରୀ ଗାଁ ଡବଲ ମର୍ଡର ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି ଅନୁଗୋଳ ଥାନା ପୋଲିସ । ଗିରଫ ଅଭିଯୁକ୍ତ ହେଲା ସୁଯନ ସେନାପତି । ଅଭିଯୁକ୍ତ ସୁଜନ ଠାରୁ ପୋଲିସ ଗୋଟିଏ ବନ୍ଧୁକ ଓ ଏକ ଭୁଜାଲି ମଧ୍ୟ ଯବତ କରିଛି ।  

ଗତ 4 ତାରିଖ ସନ୍ଧ୍ୟାରେ ଘଟିଥିଲା ଏହି ହତ୍ୟାକାଣ୍ଡ । ଗିରଫ ଅଭିଯୁକ୍ତ ସୁଜନ ଓ ତାର ଭାଇ ସନ୍ତୋଷ ମିଶି ସମ୍ପର୍କୀୟ ଧୁଶାସନ ସେନାପତି ଓ ଦୁଷ୍ମନ୍ତକୁ ହତ୍ୟା କରିଥିଲେ । । ଜମି ବାଡ଼ି ବିବାଦକୁ ଏତେ ଉଗ୍ର ରୂପ ନେଇଥିଲା ଯେ, ହତ୍ୟା ଭଳି ଅପରାଧ ଘଟାଇବାକୁ ପଛାଇ ନଥିଲେ ଅଭିଯୁକ୍ତ ।

ଘଟଣା ସ୍ଥଳରେ ଦୁଷ୍ମନ୍ତର ମୃତ୍ୟୁ ହୋଇଥିବା ବେଳେ ଧୁଶାସନ ଗୁରୁତର ଭାବେ ଆହତ ହୋଇ ଡାକ୍ତର ଖାନାରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଥିଲା ।

ଏନେଇ ପୋଲିସ ଦଫା ୩୨୪/୩୨୬/୩୦୨/୩୦୭/୩୪ ମାମଲା ରୁଜୁକରି ତଦନ୍ତ କରୁଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.