ETV Bharat / state

ଅନୁଗୋଳରେ ସଟଡାଉନ କଟକଣାକୁ ଫୁ, ନିରବଦ୍ରଷ୍ଟା ସାଜିଛି ପ୍ରଶାସନ

author img

By

Published : Aug 2, 2020, 1:46 PM IST

ଅନୁଗୋଳରେ ସଟଡାଉନ କଟକଣାକୁ ଫୁ । ବଜାରରେ ଜମୁଛି ଗହଳି । ପ୍ରଶାସନକୁ ଦାୟୀ କଲେ ବୁଦ୍ଧିଜୀବୀ । ଅଧିକ ପଢନ୍ତୁ...

people of angul don't obey the shutdown rule
ଅନୁଗୋଳରେ ସଟଡାଉନ କଟକଣାକୁ ଫୁ, ନିରବଦ୍ରଷ୍ଟା ପ୍ରଶାସନ

ଅନୁଗୋଳ: ଜିଲ୍ଲାରେ ସଟଡାଉନ କଟକଣାକୁ ଫୁ । ଅଗଷ୍ଟ ମାସ ପ୍ରଥମ ସଟଡାଉନର ଆଜି ଦ୍ବିତୀୟ ଦିନ। ତେବେ ଅଧିକାଂଶ ଲୋକ ଏହାକୁ ମାନୁ ନଥିବା ଦେଖିବାକୁ ମିଳିଛି। ସକାଳୁ ବେଶ ଚଳଚଞ୍ଚଳ ଅନୁଗୋଳ ସହର। ହେଲେ ସବୁଠି ଭିଡ ଦେଖିବାକୁ ମିଳିଥିଲା ।କଟକଣାକୁ ଅମାନିଆମାନେ ଫୁ କରିଛନ୍ତି । କେବଳ ଦୋକାନ ବଜାର ବନ୍ଦ ରହିଥିଲେ ମଧ୍ୟ ଦୋକାନ ବାହାରେ ବସି ଦୋକାନୀମାନେ ଜିନିଷ ବିକ୍ରି କରୁଛନ୍ତି। ପ୍ରଶାସନ କେବଳ ସଟ ଡାଉନ ଘୋଷଣା କରିଦେଇ ନିଜ ଦାୟିତ୍ବ ସାରି ଦେଇଛି। କୌଣସି ସ୍ଥାନରେ ଜଣେ ହେଲେ ପୋଲିସ କର୍ମଚାରୀଙ୍କୁ ଦେଖିବାକୁ ମିଳୁନି। ନାଁକୁ ମାତ୍ର ସଟଡାଉନ ଘୋଷଣା କରାଯାଇଛି।

କାଗଜ କଲମରେ କେବଳ ନୋଟିସ ଜାରି କରି କୋରୋନା ସଂକ୍ରମଣ ରୋକାଯାଇ ପାରିବ କି ବୋଲି ପ୍ରଶ୍ନ କରିଛନ୍ତି ବୁଦ୍ଧିଜୀବୀ। ଜିଲ୍ଲାରେ ୩୩୯ ଜଣ କୋରୋନା ସଂକ୍ରମିତାଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ୨୨୬ସୁସ୍ଥ ହେଲେଣି। କିନ୍ତୁ ଏବେବି ଶତାଧିକ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି। ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.