ETV Bharat / state

ଆମ୍ବୁଲାନ୍ସରେ ନୁହେଁ, ଡାଲା ଅଟୋରେ ଗଲେ ରୋଗୀ - ଅଟୋରେ ଗଲେ ରୋଗୀ

ଅନୁଗୋଳ ଜିଲ୍ଲାରେ ଆମ୍ବୁଲାନ୍ସ ସେବାର ବାସ୍ତବ ଚିତ୍ର ନଜରକୁ ଆସିଛି । ଡାଲା ଅଟୋରେ ଗଲେ ରୋଗୀ । ଯାହାର ଭିଡିଓ ଏବେ ମୋବାଇଲରୁ ମୋବାଇଲ କି ଘୁରି ବୁଲୁଛି । ଅଧିକ ପଢନ୍ତୁ...

patient not get ambulance patient went to Auto in anugul dhh
ଆମ୍ବୁଲାନ୍ସ ସେବାର ବିକଳ ଚିତ୍ର, ଅଟୋରେ ଗଲେ ରୋଗୀ
author img

By

Published : Sep 29, 2021, 8:15 PM IST

ଅନୁଗୋଳ: ଜିଲ୍ଲାରେ ସ୍ବାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର । ଜିଲ୍ଲାରେ ଆମ୍ବୁଲାନ୍ସ ସେବାର ବାସ୍ତବ ଚିତ୍ର ନଜରକୁ ଆସିଛି। ଯାହାର ଭିଡିଓ ଏବେ ମୋବାଇଲରୁ ମୋବାଇଲ କି ଘୁରି ବୁଲୁଛି ।

ଆମ୍ବୁଲାନ୍ସ ସେବାର ବିକଳ ଚିତ୍ର, ଅଟୋରେ ଗଲେ ରୋଗୀ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ଜଣେ ବୃଦ୍ଧ ରୋଗୀଙ୍କୁ ଆମ୍ବୁଲାନ୍ସ ନ ମିଳିବାରୁ ତାଙ୍କୁ ଏକ ଡାଲା ଅଟୋରେ ନିଆଯାଉଛି । ଏ ଚିତ୍ର କୌଣସି ଉପାନ୍ତ ଅଞ୍ଚଳର ନୁହେଁ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏଭଳି ଦୃଶ୍ୟ ଭାଇରାଲ ହେବାରେ ଲାଗିଛି । ଯାହା ଜିଲ୍ଲାର ରୋଗୀଙ୍କୁ ମିଳୁଥିବା ଆମ୍ବୁଲାନ୍ସ ସେବା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଜିଲ୍ଲାରେ 108 ଠାରୁ ଆରମ୍ଭ କରି ଗଣ୍ଡା ଗଣ୍ଡା ସରକାରୀ ଆମ୍ବୁଲାନ୍ସ ରହିଥିବାବେଳେ ସାଧାରଣ ଗରିବ ରୋଗୀଙ୍କୁ ଏହି ସେବା ମିଳିନାହଁ । ଯାହାକୁ ସାଧାରଣରେ ନାପସନ୍ଦ କରାଯାଇଛି ।

ଏହା ପୂର୍ବରୁ ମଧ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ସିକ୍ୟୁରିଟି ଗାର୍ଡ ଇଂଞ୍ଜେକସନ ଦେଉଥିବାର ଚିତ୍ର ମଧ୍ୟ ଭାଇରାଲ ହୋଇଥିଲା ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.