ETV Bharat / state

ଅନୁଗୋଳରେ 93 ପ୍ରତିଶତ ଛାତ୍ରଛାତ୍ରୀ କୃତକାର୍ଯ୍ୟ, ଗୋଟିଏ ସ୍କୁଲରେ ରେଜଲ୍ଟ ଶୂନ - ଅନୁଗୋଳ ଖବର

ଆଜି ପ୍ରକାଶ ପାଇଛି ମାଟ୍ରିକ ରେଜଲ୍ଟ । ଅନୁଗୋଳ ଜିଲ୍ଲାରେ ମୋଟ 93.60 ପ୍ରତିଶତ ଛାତ୍ରଛାତ୍ରୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ଜିଲ୍ଲାର ରେଙ୍ଗାଳୀ ବାଳିକା ଉଚ୍ଚ ବିଦ୍ୟାଳୟର କୌଣସି ଛାତ୍ରୀ ମାଟ୍ରିକ ପରୀକ୍ଷାରେ ପାସ କରିନଥିବା ଜଣାପଡ଼ିଛି। ଅଧିକ ପଢନ୍ତୁ

ଅନୁଗୋଳରେ 93 ପ୍ରତିଶତ ଛାତ୍ରଛାତ୍ରୀ କୃତକାର୍ଯ୍ୟ, ଗୋଟିଏ ସ୍କୁଲରେ ରେଜଲ୍ଟ ଶୂନ୍

author img

By

Published : Jul 6, 2022, 10:01 PM IST

ଅନୁଗୋଳ : ଆଜି ପ୍ରକାଶ ପାଇଛି ମାଟ୍ରିକ ରେଜଲ୍ଟ । ଅନୁଗୋଳ ଜିଲ୍ଲାରେ ମୋଟ 93.60 ପ୍ରତିଶତ ଛାତ୍ରଛାତ୍ରୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ A1, ଗ୍ରେଡରେ 240,A2ରେ 1798, B1ରେ 3913 ଓ B2 ଗ୍ରେଡରେ 4398 ଜଣ ଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ଯାହାକୁ ନେଇ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କ ମହଲରେ ଖୁସି ମାହୋଲ। କେତେକ ବିଦ୍ୟାଳୟ ରେ ଛାତ୍ରଛାତ୍ରୀ ମାନକୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ ମଧ୍ୟ କରାଯାଇଛି । ତେବେ ସବୁଠାରୁ ବଡ କଥା ହେଉଛି ଜିଲ୍ଲାର ଏକ ସ୍କୁଲରୁ କୈଣସି ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷାରେ ପାସ କରିନଥିବା ମଧ୍ୟ ନଜରକୁ ଆସିଛି ।

ଅନୁଗୋଳରେ 93 ପ୍ରତିଶତ ଛାତ୍ରଛାତ୍ରୀ କୃତକାର୍ଯ୍ୟ, ଗୋଟିଏ ସ୍କୁଲରେ ରେଜଲ୍ଟ ଶୂନ୍

ଜିଲ୍ଲାର ରେଙ୍ଗାଳୀ ବାଳିକା ଉଚ୍ଚ ବିଦ୍ୟାଳୟର କୌଣସି ଛାତ୍ରୀ ମାଟ୍ରିକ ପରୀକ୍ଷାରେ ପାସ କରିନଥିବା ଜଣାପଡ଼ିଛି। ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁଙ୍କ କହିବା କଥା ଚଳିତ ଥର ଏହି ବିଦ୍ୟାଳୟରେ ମାତ୍ର ଦୁଇଜଣ ଛାତ୍ରୀ ପରୀକ୍ଷା ପାଇଁ ଫର୍ମପୂରଣ କରିଥିଲେ । ସେମାନେ ମାତ୍ର ଗୋଟିଏ ବିଷୟରେ ପରୀକ୍ଷା ଦେବାପରେ ଆଉ ପରୀକ୍ଷା ଦେଇ ନ ଥିଲେ । ତେଣୁ ସେଠାରେ ଶୁନ୍ୟ ରେଜଲ୍ଟ ହୋଇଛି । ଜିଲ୍ଲାରେ ମୋଟ 16,479 ଛାତ୍ରଛାତ୍ରୀ ଏଥର ମାଟ୍ରିକ ପରୀକ୍ଷା ଦେଇଥିବା ବେଳେ 16225 ଜଣ ପାସ କରିଛନ୍ତି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.