ETV Bharat / state

ଗେଲ ଇଣ୍ଡିଆର ପାଇପ ଲାଇନ କାମକୁ ବିରୋଧ, ତହସିଲ ଅଫିସ ଘେରିଲେ ଗ୍ରାମବାସୀ - GAIL India's pipeline work

ଛେଣ୍ଡିପଦାର ଗେଲ ଇଣ୍ଡିଆ ଲିମିଟେଡ ଦ୍ବାରା ପାଇପ ଲାଇନ କାମକୁ ବିରୋଧ କରି ତହସିଲ ଅଫିସ ଘେରିଲେ ଗ୍ରାମବାସୀ । ଅଧିକ ପଢନ୍ତୁ...

ଗେଲ ଇଣ୍ଡିଆର ପାଇପ ଲାଇନ କାମକୁ ବିରୋଧ, ତହସିଲ ଅଫିସ ଘେରିଲେ ଗ୍ରାମବାସୀ

author img

By

Published : Jan 16, 2021, 10:52 AM IST

ଅନୁଗୋଳ: ଛେଣ୍ଡିପଦାର ଗେଲ ଇଣ୍ଡିଆ ଲିମିଟେଡ ଦ୍ବାରା ଛେଣ୍ଡିପଦା ବ୍ଳକ ଅଞ୍ଚଳରେ ଗ୍ୟାସ ପାଇପ ବିଛା କାର୍ଯ୍ୟ ଚାଲୁରହିଛି ।ଏହି କମ୍ପାନୀ କତୃପକ୍ଷ ଯୋର ଜବରଦସ୍ତ ଚାଷ ଜମିରେ ପାଇପ ଲାଇନ ବିଛାଇଥିବା ବେଳେ ଏନଇ ଚାଷୀଙ୍କୁ କୌଣସି କ୍ଷତିପୂରଣ ଦିଆଯାଉ ନାହିଁ କି ପ୍ରଶାସନ ପକ୍ଷରୁ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଯଦ୍ବାରା ଚାଷୀଙ୍କ ମଧ୍ୟରେ ଦେଖାଦେଇଥିଲା ଉତ୍ତେଜନା ।

ଗେଲ ଇଣ୍ଡିଆର ପାଇପ ଲାଇନ କାମକୁ ବିରୋଧ, ତହସିଲ ଅଫିସ ଘେରିଲେ ଗ୍ରାମବାସୀ

ଗେଲ ଇଣ୍ଡିଆ ଓ ପ୍ରଶାସନର ମନମୁଖି କାର୍ଯ୍ୟକୁ ବିରୋଧକରି ଛେଣ୍ତିପଦା ଗ୍ରାମର ଶତାଧିକ ଚାଷୀ ଓ ଗ୍ରାମବାସି ଛେଣ୍ଡିପଦା ତହସିଲ କାର୍ଯ୍ୟାଳୟକୁ ବନ୍ଦ କରିଦେବା ସହିତ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ଅନ୍ୟ ପକ୍ଷରେ ପ୍ରଶାସନର ଦେଖାନଦେବା ଫଳରେ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଛି। ଲୋକଙ୍କ ଅଭିଯୋଗ ଯେ, ବିନା କୌଣସି ସୂଚନାରେ ତାଙ୍କ ଅଞ୍ଚଳ ଦେଇ ଗ୍ୟାସ ପାଇପ ଲାଇନ ବିଛାଯାଉଛି। ଯଦ୍ବାରା ସେମାନଙ୍କ ଫସଲ ନଷ୍ଟ ହେଉଛି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.