ETV Bharat / state

ଭାଲୁ ଆକ୍ରମଣରେ ଜଣେ ଗୁରୁତର

ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଟାକୁଆ ଗାଁ ନିକଟରେ ଭାଲୁ ଆକ୍ରମଣ । ଆକ୍ରମଣରେ ଜଣେ ଗୁରୁତର । ଡାକ୍ତରଖାନାରେ ଭର୍ତ୍ତି ଗୁରୁତର ।

author img

By

Published : May 29, 2019, 2:21 PM IST

ଫଟୋ ସୌଜନ୍ୟ-ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ଶୌଚ ପାଇଁ ଯାଇଥିବାବେଳେ ଭାଲୁ ଆକ୍ରମଣର ଜଣେ ଗୁରୁତର । ଗୁରୁତରଙ୍କୁ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି । ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଟାକୁଆ ଗାଁ ପାଖରେ ଏହି ଘଟଣା ଘଟିଛି । ଗୁରୁତର ଜଣଙ୍କ ଉକ୍ତ ଗାଁର କୁସୁମ ସାହିରର ଲମ୍ବୋଦର ସାହୁ ।

ଭିଡିଓ ସୌଜନ୍ୟ-ସମ୍ବାଦଦାତା, ଅନୁଗୋଳ

ବୁଧବାର ସକାଳେ ଲମ୍ବୋଦର ଘର ଠାରୁ ୧୦୦ମିଟର ଦୂରରେ ଥିବା ପଡିଆକୁ ଶୌଚ ହେବା ପାଇଁ ଯାଉଥିଲେ । ଏହି ସମୟରେ ଏକ ଭାଲୁ ଆସି ତାଙ୍କୁ ଆକ୍ରମଣ କରିଥିଲା । ସେ ଚିତ୍କାର କରିବାରୁ ସେହି ରାସ୍ତା ଦେଇ ଯାଉଥିବା ଲୋକେ ଦୌଡି ଆସିବା ପରେ ଭାଲୁ ଘଟଣାସ୍ଥଳରୁ ପଲାଇଯାଇଥିଲା । ପରେ ସ୍ଥାନୀୟ ଲୋକ ଏକ ମଟର ସାଇକେଲ ଯୋଗେ ଲମ୍ବୋଦରଙ୍କୁ କୋଶଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ତାଙ୍କ ଡାହାଣ ହାତ ,ବାମ ହାତ ଓ ଆଣ୍ଠୁରେ ଗଭୀର ଆଘାତ ଲାଗିଥିବା ବେଳେ ବର୍ତ୍ତମାନ ସେ ସୁସ୍ଥ ଥିବା ଜଣାପଡିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ରଥ, ଇଟିଭି ଭାରତ

Intro:Body:

dfd

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.