ETV Bharat / state

ପୁଣି ରିଆଲିଟି ଶୋ'ରେ ଓଡିଆ ଝିଅଙ୍କ କମାଲ, ଛୁଟୁଛି ଶୁଭକାମନା

author img

By

Published : Dec 17, 2019, 8:06 PM IST

Updated : Dec 18, 2019, 12:28 PM IST

ଏକ ଘରୋଇ ଚ୍ୟାନେଲରେ ରିୟଲିଟି ଶୋ' ମାଷ୍ଟର ସୈଫରେ ଶ୍ରେଷ୍ଠ 15 ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ଅନୁଗୋଳର ଝିଅ ସ୍ମୃତିଶ୍ରୀ ସିଂ।

ପୁଣି ରିଆଲିଟି ଶୋ'ରେ ଓଡିଆ ଝିଅଙ୍କ କମାଲ, ଛୁଟୁଛି ଶୁଭକାମନା
ପୁଣି ରିଆଲିଟି ଶୋ'ରେ ଓଡିଆ ଝିଅଙ୍କ କମାଲ, ଛୁଟୁଛି ଶୁଭକାମନା

ଅନୁଗୋଳ: ପୁଣି ରିଆଲିଟି ଶୋ'ରେ ଚମକିଛନ୍ତି ଓଡିଆ ଝିଅ । ଏଥର ନୃତ୍ୟ କିମ୍ବା ସଙ୍ଗୀତ ପାଇଁ ନୁହଁ ବରଂ ନିଜର ଖାଦ୍ୟ ପ୍ରସ୍ତୁତି ପାଇଁ ନିଜର ପରିଚୟ ସୃଷ୍ଟି କରିଛନ୍ତି ଏହି ପ୍ରତିଭା। ଏକ ଘରୋଇ ଚ୍ୟାନେଲରେ ରିଆଲିଟି ଶୋ' ମାଷ୍ଟର ସୈଫରେ ଶ୍ରେଷ୍ଠ 15 ଜଣଙ୍କ ମଧ୍ୟରେ ସ୍ଥାନପାଇଛନ୍ତି । ଆମେ କହୁଛୁ ଅନୁଗୋଳର ଝିଅ ସ୍ମୃତିଶ୍ରୀ ସିଂଙ୍କ ବିଷୟରେ ।

ଏକ ରିଆଲିଟି ଶୋ'ମାଷ୍ଟର୍ସ ସୈଫ୍‌ର ଶ୍ରେଷ୍ଠ 15 ଜଣଙ୍କ ମଧ୍ୟରେ ରହି ପାରିଛନ୍ତି ଅନୁଗୋଳର ସ୍ମୃତିଶ୍ରୀ ସିଂହ (26)। ଅନୁଗୋଳ ସହର ଗାନ୍ଧିମାର୍ଗରେ ରହୁଥିବା ନାଲକୋର ଇଞ୍ଜିନିୟର ରଞ୍ଜିତ ସିଂହ ଓ ଗୃହିଣୀ ରୀତା ସିଂହଙ୍କ ସୁକନ୍ୟା ସ୍ମୃତିଶ୍ରୀ । ବିଜ୍ଞାନରେ ସ୍ନାତକ ସାରିବା ପରେ ଭୁବନେଶ୍ବରରେ ହୋଟେଲ୍ ମ୍ୟାନେଜମେଣ୍ଟ କୋର୍ସ କରିଛନ୍ତି । ଭୁବନେଶ୍ବରର ବିଭିନ୍ନ ହୋଟେଲରେ ସୈଫ୍ ରହିବା ପରେ ଏକ ହୋଟେଲରେ ସେ ଆସିଷ୍ଟାଣ୍ଟ୍ ମ୍ୟାନେଜର ଅଛନ୍ତି । ପୂର୍ବରୁ ଭୁବନେଶ୍ବରରେ ‘ମାଷ୍ଟର୍ସ ସେଫ୍ ସିଜନ୍-6’ର ଅଡିସନରେ ସ୍ମୃତିଶ୍ରୀ 50 ଜଣ ପ୍ରତିଯୋଗୀ ବିଶିଷ୍ଟ ମେଗା ଅଡିସନକୁ ଉନ୍ନୀତ ହୋଇଥିଲେ । ମାଷ୍ଟର୍ସ ସୈଫ୍‌ର ପ୍ରଥମ ପର୍ଯ୍ୟାୟରେ ଶ୍ରେଷ୍ଠ 10 ଜଣ ପ୍ରତିଯୋଗୀ ଚୟନ ହୋଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ଆଉ 5 ଜଣ ଚୟନ ହୋଇଥିଲା। ଏହି ଦ୍ୱିତୀୟ ପର୍ଯ୍ୟାୟ ପ୍ରତିଯୋଗିତାରେ ସାମିଲ୍ ଥିଲେ ସ୍ମୃତିଶ୍ରୀ । ମେଗା ଅଡିସନରେ ସ୍ମୃତିଶ୍ରୀ ‘କୁଟ୍ଟୁ-ଏ-ପାସ୍ତା’ ନାମକ ଏକ ହେଲଦି ଡିସ୍ ପ୍ରସ୍ତୁତ କରିଥିଲେ । ଯାହା ବିଚାରକଙ୍କୁ ବେଶ ପସନ୍ଦକୁ ଆସିଥିଲା ।

ପୁଣି ରିଆଲିଟି ଶୋ'ରେ ଓଡିଆ ଝିଅଙ୍କ କମାଲ

ଗତ ଶନିବାର ପ୍ରସାରିତ ଶୋ’ରେ 11 ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ସ୍ମୃତିଶ୍ରୀ ହେଲଦି ଡିସ୍ ପ୍ରସ୍ତୁତ କରିଥିଲେ । ଏକ ଘଣ୍ଟାର ସମୟ ମଧ୍ୟରେ ସେ ଇଣ୍ଡିଆନ୍ ଇଟାଲିଆନ୍ ଡିସ୍ ‘କୁଟ୍ଟୁ-ଏ-ପାସ୍ତା’ପ୍ରସ୍ତୁତ କରିଥିଲେ । ଯାହାକି ତିନି ବିଚାରକ ବିକାଶ ଖାନ୍ନା, ରଣବୀର ଓ ବୀନିତ୍ ଭାଟ୍ଟିଆଙ୍କ ମନକୁ ପାଇଥିଲା । ସୁଆଦିଆ ଖାଦ୍ୟ ପ୍ରସ୍ତୁତ କରି ଓଡ଼ିଶାକୁ ସ୍ବତନ୍ତ୍ର ପରିଚୟ ଦେବାକୁ ଚାହୁଁଛନ୍ତି ବୋଲି ଏହି ପ୍ରତିଯୋଗୀତା ବେଳେ ସ୍ମୃତିଶ୍ରୀ ବିଚାରକମାନଙ୍କୁ କହିଥିଲେ । ଏବେ ସେ ମୁମ୍ବାଇ ସୁଟିଂରେ ଥିବାରୁ ଫୋନରେ ନିଜର ପ୍ରତିକ୍ରିୟା ରଖିଛନ୍ତି ।

ସ୍ମୃତିଶ୍ରୀଙ୍କ ଏହି ଅଭିଯାନ ଜାରି ରହିଲେ ସେ ନିଶ୍ଚିତ ଏହି ଶୋ'ରେ ପ୍ରଥମେ ହୋଇ ବାହାରିବେ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ପୁଣି ରିୟଲିଟି ସୋ ରେ ଚମକି ଛନ୍ତି ଓଡ଼ିଆ ଝିଅ ।ଏଥର ନୃତ୍ୟୁ କିମ୍ବା ସଙ୍ଗୀତ ପାଇଁ ନୁହଁ ବରଂ ନିଜର ଖାଦ୍ୟ ପ୍ରସ୍ତୁତି ପାଇଁ ନିଜର ପରିଚୟ ସୃଷ୍ଟି କରିଛନ୍ତି ଏହି ପ୍ରତିଭା । ଷ୍ଟାରପ୍ଲସ ଚ୍ୟାନେଲ ରେ ରିୟଲିଟି ସୋ ମାଷ୍ଟର ସେଫ ରେ ଶ୍ରେଷ୍ଠ 15 ଜଣକ ମଧ୍ୟରେ ସ୍ଥାନପାଇଛନ୍ତି ସେ । ଆଉ ସେ ହେଉଛନ୍ତି ଅନୁଗୋଳ ର ଝିଅ ।Body:ଷ୍ଟାର ପ୍ଲସର ରିଏଲିଟି ସୋ’ ମାଷ୍ଟର୍ସ ସେଫ୍ ର ଶ୍ରେଷ୍ଠ ୧୫ ଜଣଙ୍କ ମଧ୍ୟରେ ରହି ପାରିଛନ୍ତି ଅନୁଗୋଳର ସ୍ମୃତିଶ୍ରୀ ସିଂହ (୨୬) । ଅନୁଗୋଳ ସହର ଗାନ୍ଧିମାର୍ଗରେ ରହୁଥିବା ନାଲକୋର ଇଞ୍ଜିନିୟର ରଞ୍ଜିତ ସିଂହ ଓ ଗୃହିଣୀ ରୀତା ସିଂହଙ୍କ ସୁକନ୍ୟା ସ୍ମୃତିଶ୍ରୀ । ବିଜ୍ଞାନରେ ସ୍ନାତକ ସାରିବା ପରେ ଭୁବନେଶ୍ୱରରେ ହୋଟେଲ୍ ମ୍ୟାନେଜମେଣ୍ଟ କୋର୍ସ କରିଛନ୍ତି । ଭୁବନେଶ୍ୱରର ବିଭିନ୍ନ ହୋଟେଲରେ ସେଫ୍ ରହିବା ପରେ ଏକ ହୋଟେଲରେ ସେ ଆସିଷ୍ଟାଣ୍ଟ୍ ମ୍ୟାନେଜର ଅଛନ୍ତି । ପୂର୍ବରୁ ଭୁବନେଶ୍ୱରରେ ‘ମାଷ୍ଟର୍ସ ସେଫ୍ ସିଜନ୍-୬’ର ଅଡିସନରେ ସ୍ମୃତିଶ୍ରୀ ୫୦ ଜଣ ପ୍ରତିଯୋଗୀ ବିଶିଷ୍ଟ ମେଗା ଅଡିସନକୁ ଉନ୍ନୀତ ହୋଇଥିଲେ । ମାଷ୍ଟର୍ସ ସେଫ୍ ର ପ୍ରଥମ ପର୍ଯ୍ୟାୟରେ ଶ୍ରେଷ୍ଠ ୧୦ ଜଣ ପ୍ରତିଯୋଗୀ ଚୟନ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୫ ଜଣ ଚୟନ ହୋଇଥିଲା । ଏହି ଦ୍ୱିତୀୟ ପର୍ଯ୍ୟାୟ ପ୍ରତିଯୋଗିତାରେ ସାମିଲ୍ ଥିଲେ ସ୍ମୃତିଶ୍ରୀ । ମେଗା ଅଡିସନରେ ସ୍ମୃତିଶ୍ରୀ ‘କୁଟ୍ଟୁ-ଏ-ପାସ୍ତା’ ନାମକ ଏକ ହେଲଦି ଡିସ୍ ପ୍ରସ୍ତୁତ କରିଥିଲେ । ଯାହା ବିଚାରକଙ୍କୁ ବେଶ ପସନ୍ଦକୁ ଆସିଥିଲା ।ଯେଉଁ ଖବର ପାଇବା ପରେ ପରିବାର ଲୋକେ ବେଶ ଖୁସି ବ୍ୟକ୍ତ କରିଛନ୍ତି ।
Byte – 1 ରିତା ସିଂ ,ସ୍ମୁତି ଶ୍ରୀ ଙ୍କ ମା
Byte – 2 ରଞ୍ଜିତ ସିଂ ,ସ୍ମିତ ଶ୍ରୀ ଙ୍କ ବାପା
Vo – 2
ଗତ ଶନିବାର ପ୍ରସାରିତ ସୋ’ରେ ୧୧ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ସ୍ମୃତିଶ୍ରୀ ହେଲଦି ଡିସ୍ ପ୍ରସ୍ତୁତ କରିଥିଲେ । ଏକ ଘଣ୍ଟାର ସମୟ ମଧ୍ୟରେ ସେ ଇଣ୍ଡିଆନ୍ ଇଟାଲିଆନ୍ ଡିସ୍ ‘କୁଟ୍ଟୁ-ଏ-ପାସ୍ତା’ପ୍ରସ୍ତୁତ କରିଥିଲେ । ଯାହାକି ତିନି ବିଚାରକ ବିକାଶ ଖାନ୍ନା, ରଣବୀର ବ୍ରାର୍ ଓ ବୀନିତ୍ ଭାଟ୍ଟିଆଙ୍କ ମନକୁ ପାଇଥିଲା । ସୁଆଦିଆ ଖାଦ୍ୟ ପ୍ରସ୍ତୁତ କରି ଓଡ଼ିଶାକୁ ସ୍ୱତନ୍ତ୍ର ପରିଚୟ ଦେବାକୁ ଚାହୁଁଛନ୍ତି ବୋଲି ଏହି ପ୍ରତିଜ୍ଯୋଗୀତା ବେଳେ ସ୍ମୃତିଶ୍ରୀ ବିଚାରକମାନଙ୍କୁ କହିଥିଲେ । ଏବେ ସେ ମୁମ୍ବାଇ ସୁଟିଂ ରେ ଥିବାରୁ ଫୋନ ରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ଓଡିଆ ଖାଦ୍ୟ କୁ ସେ ବିଶ୍ୱସ୍ଥରେ ପରିଚୟ କରାଇବାକୁ ଚାହୁଁ ଥିବା କହିଛନ୍ତି ।
Phono – ସ୍ମିତ ଶ୍ରୀ ସିଂ
Conclusion:ସ୍ମୃତିଶ୍ରୀ ଙ୍କ ଏହି ଅଭିଯାନ ଜାରି ରହିଲେ ସେ ନିଶ୍ଚିତ ଏହି ସୋ ରେ ପ୍ରଥମେ ହୋଇ ବାହାରିବେ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ ଇଟିଭି ଭାରତ
Last Updated : Dec 18, 2019, 12:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.