ETV Bharat / state

ନାଲକୋ କର୍ମଚାରୀ ସଙ୍ଘର 38 ତମ ପ୍ରତିଷ୍ଠା ଦିବସ ପାଳିତ - ଅନୁଗୋଳ ଖବର

ନାଲକୋ କର୍ମଚାରୀ ସଙ୍ଘର 38 ତମ ପ୍ରତିଷ୍ଠା ଦିବସ ପାଳିତ । ଶ୍ରମିକ ମାନଙ୍କ ସ୍ବାର୍ଥ ପାଇଁ ବିନା କୌଣସି ସାଲିସରେ କାର୍ଯ୍ୟ କରି ଆସୁଛି ଏହି ସଂଗଠନ। ଅଧିକ ପଢନ୍ତୁ....

Nalco Employees Union celebrates 38th anniversary
ନାଲକୋ କର୍ମଚାରୀ ସଙ୍ଘର 38 ତମ ପ୍ରତିଷ୍ଠା ଦିବସ ପାଳିତ
author img

By

Published : Oct 13, 2020, 8:20 AM IST

Updated : Oct 13, 2020, 9:35 AM IST

ଅନୁଗୋଳ: ନାଲକୋ କର୍ମଚାରୀ ସଙ୍ଘର 38 ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । କୋଭିଡ କଟକଣାକୁ ମାନି ପ୍ରତିଷ୍ଠା ଦିବସକୁ ସଂଘ କାର୍ଯ୍ୟାଳୟରେ ପାଳନ କରାଯାଇଥିଲା । ଶ୍ରମିକଙ୍କ ପାଇଁ ସାଲିସ ବିହୀନ ସଂଗ୍ରାମ କରିଆସୁଛି ନାଲକୋ କର୍ମଚାରୀ ସଂଘ । ଆଗକୁ ଶ୍ରମିକଙ୍କ ପାଇଁ ସଂଗ୍ରାମ ଜାରି ରଖିବାକୁ ସଂଘର ପ୍ରତିଷ୍ଠା ଦିବସରେ ଶପଥ ନେଇଛି ।।

ନାଲକୋ କର୍ମଚାରୀ ସଙ୍ଘର 38 ତମ ପ୍ରତିଷ୍ଠା ଦିବସ ପାଳିତ

ଏହି କାର୍ଯ୍ୟକ୍ରମରେ ସଙ୍ଘର ବରିଷ୍ଠ କର୍ମକର୍ତ୍ତାମାନେ ଯୋଗଦେଇ ସଂଗଠନ ସମ୍ପର୍କରେ ଆଲୋଚନା କରିଥିଲେ। କିଭଳି ତାଙ୍କ ସଂଗଠନ ନିରବଚ୍ଛିନ ଭାବେ ଉନ୍ନତିମୂଳକ କାର୍ଯ୍ୟ କରି ଆସୁଛନ୍ତି ସେନେଇ ମତ ଦେଇଥିଲେ ଶ୍ରମିକ ନେତା ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ , ଇଟିଭି ଭାରତ

Last Updated : Oct 13, 2020, 9:35 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.