ETV Bharat / state

NAC ଦଖଲ ପାଇଁ ବିଜେଡିର ଶକ୍ତି ପ୍ରଦର୍ଶନ

ପୌର ନିର୍ବାଚନ ପାଇଁ ପାର୍ଥୀପତ୍ର ଦାଖଲର ଶେଷ ଦିନରେ ସବୁଠି ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ନିଜ ନିଜ ଅଞ୍ଚଳ ବିକାଶ ପାଇଁ ଆଗ୍ରହ ସହକାରେ କାଉନସିଲର ଓ ଚେୟାରମ୍ୟାନ ପଦ ପାଇଁ ବିଭିନ୍ନ ଦଳର ପାର୍ଥୀମାନେ ପାର୍ଥୀପତ୍ର ଦାଖଲ କରିଛନ୍ତି । ଅଧିକ ପଢନ୍ତୁ

ଏନଏସି ଦଖଲ ପାଇଁ ବିଜେଡ଼ିର ଶକ୍ତି ପ୍ରଦର୍ଶନ
ଏନଏସି ଦଖଲ ପାଇଁ ବିଜେଡ଼ିର ଶକ୍ତି ପ୍ରଦର୍ଶନ
author img

By

Published : Mar 7, 2022, 10:55 PM IST

ଅନୁଗୋଳ: ଜିଲ୍ଲାରେ ଥିବା ଏକମାତ୍ର ବିଜ୍ଞାପିତ ଅଞ୍ଚଳ ପରିଷଦରେ ଆଜି (ସୋମବାର) ଶାସକ ବିଜେଡି ପକ୍ଷରୁ ପାର୍ଥୀପତ୍ର ଦାଖଲ କରାଯାଇଛି । ଆଠମଲ୍ଲିକ ଏନଏସି ଅଧ୍ୟକ୍ଷ ପ୍ରାର୍ଥୀ ଭାବେ ବିଜେଡିର ଅଶାରାଣୀ ସାହୁ ସମସ୍ତ ୧୧ ଜଣ କାଉନସିଲର ପ୍ରାର୍ଥୀମାନଙ୍କ ସହ ଶୋଭାଯାତ୍ରାରେ ଆସି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ଏନଏସି ଦଖଲ ପାଇଁ ବିଜେଡ଼ିର ଶକ୍ତି ପ୍ରଦର୍ଶନ

ସ୍ଥାନୀୟ ବିଧାୟକ ରମେଶ ସାଏ ଓ ବରିଷ୍ଠ ନେତା ନଳିନୀ ପ୍ରଧାନଙ୍କ ନେତୃତ୍ୱରେ ଶୋଭାଯାତ୍ରାରେ ଆଠମଲ୍ଲିକ ସହର ପରିକ୍ରମା କରି ଆସି ପାର୍ଥୀପତ୍ର ଦାଖଲ କରିଛନ୍ତି । ସମସ୍ତ ଦଳର ପ୍ରାର୍ଥୀମାନେ ନିଜ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ । ପୂର୍ବରୁ ବିଜେପି ଓ କଂଗ୍ରେସ ପକ୍ଷରୁ ପାର୍ଥୀପତ୍ର ଦାଖଲ ହୋଇ ସାରିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.