ETV Bharat / state

ଘରୁ ଟାଣିଆଣି ମହିଳାଙ୍କୁ ହତ୍ୟା, ଫେରାର ବେଳେ ଧରିଲା ପୋଲିସ

ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ । ମହିଳାଙ୍କୁ ଘରୁ ଟାଣି ଆଣି କଟୁରିରେ ହାଣି ହତ୍ୟାକାଲେ ଯୁବକ । ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ବାଗେଡି଼ଆ ସଜରା ସାହିରେ ଘଟିଛି ଘଟଣା । ଅଧିକ ପଢନ୍ତୁ...

author img

By

Published : Jul 29, 2020, 8:39 PM IST

ଘରୁ ଟାଣିଆଣି ମହିଳା ଙ୍କୁ ହତ୍ୟା, ଫେରାର ବେଳେ ଧରିଲା ପୋଲିସ

ଅନୁଗୋଳ: ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ । ମହିଳା ଙ୍କୁ ଘରୁ ଟାଣି ଆଣି କଟୁରିରେ ହାଣିଲା ଯୁବକ । ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ବାଗେଡି଼ଆ ସଜରା ସାହି ରେ ଘଟିଛି ଘଟଣା । ସଜରାସାହିର ଶମ୍ଭୁନାଥ ସାହୁ ନାମକ ଜଣେ ଯୁବକ ଏକ କଟୁରି ଧରି ସାହିରେ ବୁଲିବା ସହ ପଡିଶା ଘରର କିଛି ମହିଳାଙ୍କ ସହ ପାଟିତୁଣ୍ଡ କରୁଥିଲେ ।

ପଡିଶା ଘର ମହିଳା ରେବତୀ ସାହୁ ତାଙ୍କ ଝିଅ ମାନଙ୍କ ସହ ବସି ଘର ଭିତରେ ବିଡ଼ି ତିଆରି କରୁଥିବା ବେଳେ ହଠାତ ଶମ୍ଭୁନାଥ ସେଠାରେ ପହଞ୍ଚି ରେବତୀଙ୍କୁ ପାଟି ତୁଣ୍ଡ କରିଥିଲା । ଉଭୟଙ୍କ ମଧ୍ୟରେ ସାମାନ୍ୟ ବଚସା ହେବା ବେଳେ ଶମ୍ଭୁ କଟୁରି ଧରି ରେବତୀଙ୍କୁ ମାରି ଗୋଡାଇ ଥିଲା । ରେବତୀ ଦୌଡ଼ି ପଳାଇବା ସମୟରେ ଶମ୍ଭୁ ତାଙ୍କ ତଣ୍ଟିକୁ ହାଣି ଦେଇଥିଲା ।

ଫଳରେ ଘଟଣା ସ୍ଥଳରେ ରେବତୀଙ୍କ ମୃତ୍ୟୁ ହୋଇଥିଲା । ଖବର ପାଇ ବାଗଡ଼ିଆ ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ ଶମ୍ଭୁ ଫେରାର ହୋଇ ଯିବାକୁ ଚେଷ୍ଟା କରୁଥିବା ବେଳେ ତାକୁ କାବୁ ଅଧିକ ତଦନ୍ତ କରୁଛି ।

ଅନୁଗୋଳରୁ ସଂଗ୍ରମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.