ETV Bharat / state

ଅନୁଗୋଳରେ ଦିନକରେ 120 ଆକ୍ରାନ୍ତ ଚିହ୍ନଟ, ସମୁଦାୟ ସଂଖ୍ୟା 8 ହଜାର ପାର - Angul corona update

ଅନୁଗୋଳ ଜିଲ୍ଲାରେ ଆଠ ହଜାର ଅତିକ୍ରମ କଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଶୁକ୍ରବାର ଗୋଟିଏ ଦିନରେ କେବଳ ୧୨୦ ପଜିଟିଭ ଚିହ୍ନଟ । ସେମାନଙ୍କ ମଧ୍ୟରେ ଜିଲ୍ଲାରୁ ୧୧୬ ଥିବା ବେଳେ ବାହାର ଜିଲ୍ଲାରୁ ୪ ଜଣ ଥିବା ଜିଲ୍ଲା ପ୍ରାଶାସନ ସୂଚନା ଦେଇଛି । ଅଧିକ ପଢନ୍ତୁ...

more 120 corona aidentify in angul
ଅନୁଗୋଳରେ ଆଠ ହଜାର ପାର କଲା କୋରେନା ଆକ୍ରାନ୍ତଙ୍କ ସଂଖ୍ୟା, ଦିନକରେ 120 ଚିହ୍ନଟ
author img

By

Published : Oct 24, 2020, 8:03 AM IST

ଅନୁଗୋଳ: ରାଜ୍ୟରେ ଧିରେ ଧିରେ କୋରୋନା ସଂକ୍ରମଣ କମୁଥିବା ବେଳେ ଏବେବି କିଛି ଅଞ୍ଚଳରେ କୋରୋନାର ପ୍ରକୋପ ଜାରି ରହିଛି । ଏପଟେ ଅନୁଗୋଳ ଜିଲ୍ଲାରେ ଆଠ ହଜାର ଅତିକ୍ରମ କଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଶୁକ୍ରବାର ଗୋଟିଏ ଦିନରେ କେବଳ ୧୨୦ ପଜିଟିଭ ଚିହ୍ନଟ । ସେମାନଙ୍କ ମଧ୍ୟରେ ଜିଲ୍ଲାରୁ ୧୧୬ ଥିବା ବେଳେ ବାହାର ଜିଲ୍ଲାରୁ ୪ ଜଣ ଥିବା ଜିଲ୍ଲା ପ୍ରାଶାସନ ସୂଚନା ଦେଇଛି ।

more 120 corona aidentify in angul
ଅନୁଗୋଳରେ ଆଠ ହଜାର ପାର କଲା କୋରେନା ଆକ୍ରାନ୍ତଙ୍କ ସଂଖ୍ୟା, ଦିନକରେ 120 ଚିହ୍ନଟ

ଜିଲ୍ଲାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୋଳ ପୌରାଞ୍ଚଳରୁ ୩୮ଜଣ ( ୨୭ଜଣ ପୁରୁଷ ଓ ୧୧ଜଣ ମହିଳା ) , ତାଳଚେର ବ୍ଲକ୍ ଅଞ୍ଚଳରୁ ୧୮ଜଣ ( ୧୧ ଜଣ ପୁରୁଷ ଓ ୭ ଜଣ ମହିଳା ) , ଛେଣ୍ଡିପଦା ବ୍ଳକ୍ ଅଞ୍ଚଳରୁ ୧୮ ଜଣ ( ୧୫ ଜଣ ପୁରୁଷ ଓ ୩ ଜଣ ମହିଳା ) , ବଅଁରପାଳ ବ୍ଳକ୍ ଅଞ୍ଚଳରୁ ୧୩ଜଣ ( ୮ ଜଣ ପୁରୁଷ ଓ ୫ଜଣ ମହିଳା ) , ପାଳଲହଡା ବ୍ଳକ୍ ଅଞ୍ଚଳରୁ ୮ଜଣ ( ୪ଜଣ ପୁରୁଷ ଓ ୪ ଜଣ ମହିଳା ) , ତାଳଚେର ପୌରାଞ୍ଚଳରୁ ୭ଜଣ ( ୪ଜଣ ପୁରୁଷ ଓ ୩ଜଣ ମହିଳା ) , କଣିହାଁ ବ୍ଳକ୍ ଅଞ୍ଚଳରୁ ୫ଜଣ ( ୪ଜଣ ପୁରୁଷ ଓ ୧ ଜଣ ମହିଳା ) , କିଶୋରନଗର ବ୍ଲକ୍ ଅଞ୍ଚଳରୁ ୩ ଜଣ ( ୨ଜଣ ପୁରୁଷ ଓ ୧ଜଣ ମହିଳା ) , ଆଠମଲ୍ଲିକ ବ୍ଲକ୍ ଅଞ୍ଚଳରୁ ୩ଜଣ ( ୨ଜଣ ପୁରୁଷ ଓ ୧ଜଣ ମହିଳା ) , ଅନୁଗୋଳ ବ୍ଳକ୍ ଅଞ୍ଚଳରୁ ୨ ଜଣ ( ୧ଜଣ ପୁରୁଷ ଓ ୧ଜଣ ମହିଳା ) ଓ ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୧ଜଣ ( ୧ଜଣ ପୁରୁଷ ) ଅଛନ୍ତି ।

ସମସ୍ତେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବା ଜଣାପଡିଛି । ସେପଟେ ଜିଲ୍ଲାରୁ ୨୨୭ ଜଣ ସୁସ୍ଥ ହୋଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.