ଅନୁଗୋଳ: ଫାଶରେ ପଡିଲା କଲରାପତରିଆ ବାଘ । ସାତକୋଶିଆ ଅଭୟାରଣ୍ୟ ପୁରୁଣାକୋଟ ନିକଟରେ ଫାସରେ ପଡିଥିବା ସୂଚନା । ଶିକାର ପାଇଁ ଲଗାଯାଇଥିବା ଫାସରେ ପଡିଯାଇଥିବା ସନ୍ଦେହ କରୁଛି ବନ ବିଭାଗ । ଖବରପାଇ ଘଟଣାସ୍ଥଳରେ ପହଞ୍ଚିଲା ବନ ବିଭାଗ ଟିମ୍ ।ବାଘକୁ ଉଦ୍ଧାର କରିବା ପାଇଁ ବନ ବିଭାଗ ଉଦ୍ୟମ ଜାରି ରଖିଛି । ଆରସିସିଏଫ୍ ନିର୍ଦ୍ଦେଶରେ ଘଟଣାସ୍ଥଳରେ DFO ମଧ୍ୟ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି ।
ଇଟିଭି ଭାରତ, ଅନୁଗୋଳ