ETV Bharat / state

ତାଲାବନ୍ଦ ପାଇଁ ଭୋକ ଉପାସରେ ଦିନ ମଜୁରିଆଙ୍କ ପରିବାର - labour family members are higher due to lockdown

ଲକଡାଉନ ବେଳେ ତାର ଯେଭଳି କୌଣସି ଅସୁବିଧା ନ ହୁଏ ତାକୁ ନଜରେ ରଖି ସେମାନଙ୍କ ପରିବାରକୁ ରନ୍ଧା ଖାଦ୍ୟ ଦେବାକୁ ପଞ୍ଚାୟତ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ, ଅନୁଗୋଳ ଜିଲ୍ଲାରେ କିଭଳି ଥିଲା ବାସ୍ତବ ଚିତ୍ର ସ୍ଥିତି ପରଖି ଥିଲା ଇଟିଭି ଭାରତ ।

labour family members are higher due to lockdown
ତାଲାବନ୍ଦ ପାଇଁ ଭୋକ ଉପାସରେ ଦିନ ମଜୁରିଆଙ୍କ ପରିବାର
author img

By

Published : Mar 30, 2020, 3:21 PM IST

Updated : Mar 31, 2020, 8:49 AM IST

ଅନୁଗୋଳ: କୋରୋନା ମୁକାବିଲା ପାଇଁ ସବୁଠି ଲକଡାଉନ । ସରକାର ଲକଡାଉନ ଘୋଷଣା କରାଇବା ଦିନ ଠାରୁ ସାଧାରଣ ଲୋକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ।

labour family members are higher due to lockdown
ଚିନ୍ତାରେ ଦିନ ମଜୁରିଆ

ଗରିବ ଅସହାୟ ଲୋକ ଟିଏ ଯିଏ ଦିନ ମଜୁରିଆ ଭାବେ କାମ କରି ନିଜର ପରିବାର ପ୍ରତି ପୋଷଣ କରୁଥିଲା । ଏହି ତାଲା ବନ୍ଦ ବଳେ ତାର ଯେଭଳି କୌଣସି ଅସୁବିଧା ନ ହୁଏ ତାକୁ ନଜରରେ ରଖି ସେମାନଙ୍କ ପରିବାରକୁ ରନ୍ଧା ଖାଦ୍ୟ ଦେବାକୁ ପଞ୍ଚୟତ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଅସହାୟ ଦିନ ମଜୁରିଆଙ୍କ ପରିବାର

ତେବେ, ଅନୁଗୋଳ ଜିଲ୍ଲାରେ କିଭଳି ଥିଲା ବାସ୍ତବ ଚିତ୍ର ସ୍ଥିତି ପରଖି ଥିଲା ଇଟିଭି ଭାରତ ।

ତାଲାବନ୍ଦ ପାଇଁ ଭୋକ ଉପାସରେ ଦିନ ମଜୁରିଆଙ୍କ ପରିବାର

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ ଇଟିଭି ଭାରତ

Last Updated : Mar 31, 2020, 8:49 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.