ETV Bharat / state

ନାଲକୋରେ ଶ୍ରମିକ ମୃତ୍ୟୁ ଘଟଣା: ପ୍ଲାଣ୍ଟ ଆଗରେ ଧାରଣା - ନାଲକୋ ଠିକା ଶ୍ରମିକ ମୃତ୍ୟୁ ଘଟଣା

ନାଲକୋ ପ୍ଲାଣ୍ଟ ଆଗରେ ଧାରଣା । ମୃତକଙ୍କ ପରିବାର, ଗ୍ରାମବାସୀ ଓ ଶ୍ରମିକ ସଙ୍ଗଠନ କରିଛନ୍ତି ବିକ୍ଷୋଭ ପ୍ରଦର୍ଶନ । ମୃତ ଠିକା ଶ୍ରମିକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ପ୍ଲାଣ୍ଟ ଆଗରେ ବିକ୍ଷୋଭ ପ୍ରଦର୍ଶନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : Aug 2, 2019, 12:49 PM IST

ଅନୁଗୋଳ: ଠିକା ଶ୍ରମିକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା । ନାଲକୋ ପ୍ଲାଣ୍ଟକୁ ବନ୍ଦ କରି ଦେଇଛନ୍ତି ଧାରଣା । ମୃତକଙ୍କ ପରିବାର, ଗ୍ରାମବାସୀ ଓ ଶ୍ରମିକ ସଙ୍ଗଠନ ପ୍ଲାଣ୍ଟ ସମ୍ମୁଖରେ ଆନ୍ଦୋଳ ଯୋଗୁଁ କୌଣସି ଶ୍ରମିକ କିମ୍ବା କର୍ମଚାରୀ ଭିତରୁ ଯାଇ ନପାରିବାରୁ ଉତ୍ତେଜନା ଦେଖା ଦେଇଛି । ଶତାଧିକ ଲୋକେ ନାଲକୋର ସ୍ମେଲଟର ପ୍ଲାଣ୍ଟ ସମ୍ମୁଖରେ ଆନ୍ଦୋଳରେ ବସିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଗତ ମାସ 23 ତାରିଖରେ ସ୍ମେଲଟର ପ୍ଲାଣ୍ଟରେ ଇଲେକ୍ଟ୍ରିକାଲ ପ୍ଲାସ ହୋଇ ଚାରି ଜଣ ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଠିକା ଶ୍ରମିକ ଭାବେ କାମ କରୁଥିବା ବଳରାମ ପ୍ରସାଦ ଗ୍ରାମର ମିଥୁନ ନାଥ ଅଧିକ ଗୁରୁତର ହୋଇଥିଲେ । ତାଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀ ପଠାଯାଇଥିଲା ବେଳେ ଗତ କାଲି ତାଙ୍କର ମୃତ୍ୟୁ ହୋଇଛି। ଶୁକ୍ରବାର ତାଙ୍କର ମୃତ ଦେହ ରଖି ଆନ୍ଦୋଳନ ଚଳାଇଛନ୍ତି । ପରିବାରକୁ 50 ଲକ୍ଷ କ୍ଷତିପୂରଣ ଓ ସ୍ଥାନୀୟ ନିଯୁକ୍ତି ଦାବି କରିଛନ୍ତି । ସେପଟେ ନାଲକୋର କହିବା କଥା ଯାହା ନିୟମ ରହିଛି ସେ ଅନୁଯାଇ କ୍ଷତିପୂରଣ ଓ ପରିବାରର ଜଣକୁ ଚାକିରି ଦିଆଯିବ । ଘଟଣା ସ୍ଥଳରେ ପୋଲିସ ଲୋକଙ୍କୁ ବୁଝାସୁଝା ଆରମ୍ଭ କରିଛି ।

ଅନୁଗୋଳରୁ ସଂଗ୍ରାମରଞ୍ଜନ ନାଥ, ଇଟିଭି ଭାରତ

Intro:ଶ୍ରମିକ ମୃତ୍ୟୁ କୁ ନେଇ ନାଲକୋ ରେ ବିକ୍ଷୋଭ । ପ୍ଲାଣ୍ଟ ବନ୍ଦ , ଅଟକିଛି ଶ୍ରମିକ ଓ କର୍ମଚାରୀ ।Body:ଠିକା ଶ୍ରମିକ ଙ୍କ ମୃତ୍ୟୁ କୁ ନେଇ ଉତ୍ତେଜନା । ଅନୁଗୋଳ ନାଲକୋ ପ୍ଲାଣ୍ଟ ସମ୍ମୁଖରେ ପ୍ଲାଣ୍ଟ ବନ୍ଦ କରି ଆନ୍ଦୋଳ ଚଳାଇଛନ୍ତି ମୃତକଙ୍କ ପରିବାର ଗ୍ରାମବାସୀ ଓ ଶ୍ରମିକ ସଂଗଠନ । ପ୍ଲାଣ୍ଟ ସମ୍ମୁଖରେ ଆନ୍ଦୋଳ ଯୋଗୁ କୌଣସି ଶ୍ରମିକ କିମ୍ବା କର୍ମଚାରୀ ଭିତରୁ ଯାଇ ନପାରିବାରୁ ଉତ୍ତେଜନା ଦେଖା ଦେଇଛି । ଶତାଧିକ ଲୋକେ ନାଲକୋ ର ସ୍ମେଲଟର ପ୍ଲାଣ୍ଟ ସମ୍ମୁଖରେ ଆନ୍ଦୋଳ ରେ ବସିଛନ୍ତି । ଗତ ମାସ 23 ତାରିଖ ରେ ସ୍ମେଲଟର ପ୍ଲାଣ୍ଟ ରେ ଇଲେକ୍ଟ୍ରି କାଲ ପ୍ଲାସ ହୋଇ ଚାରି ଜଣ ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଠିକା ଶ୍ରମିକ ଭାବେ କାମ କରୁଥିବା ବଳରାମ ପ୍ରସାଦ ଗାଁ ର ମିଥୁନ ନାଥ ଅଧିକ ଗୁରୁତର ହୋଇଥିଲେ । ତାଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀ ପଠାଯାଇଥିଲା ବେଳେ ଗତ କାଲି ତାଙ୍କର ମୃତ୍ୟୁ ହୋଇଛି । ଆଜି ତାଙ୍କର ମୃତ ଦେହ ରଖି ଆନ୍ଦୋଳନ ଚଳାଇଛନ୍ତି । ପରିବାରକୁ 50 ଲକ୍ଷ କ୍ଷତିପୂରଣ ଓ ସ୍ଥାନୀୟ ନିଯୁକ୍ତି ଦାବି କରିଛନ୍ତି ।ସେପଟେ ନାଲକୋ ର କହିବା କଥା ଯାହା ନିୟମ ରହିଛି ସେ ଅନୁଯାଇ କ୍ଷତିପୂରଣ ଓ ପରିବାର ର ଜଣକୁ ଚାକିରୀ ଦିଆଯିବ ।
Byte- 1ମୃତକ ଙ୍କ ସମ୍ପର୍କୀୟ ।
Byte-2 ମୀନକେତନ ଅମାନ୍ତ , ଶ୍ରମିକ ନେତା
Byte - 3ଅରୁନବ ସିଂ ଶ୍ରମିକ ନେତା ।
Byte -4 ଏସ ଏନ ସାହୁ , ଜି ଏମ ନାଲକୋ ।Conclusion:ଘଟଣା ସ୍ଥଳରେ ପୋଲିସ ଲୋକଙ୍କୁ ବୁଝା ସୁଝା ଆରମ୍ଭ କରିଛି ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.