ETV Bharat / state

Water problem: ଗରା ମାଠିଆ ଧରି ପାଣି ପାଇଁ ଧାରଣା - ପାଣି ପାଇଁ ଆନ୍ଦୋଳନ

ପାଣି ପାଇଁ ଆନ୍ଦୋଳନ । ଧାରଣାରେ ଗାଁ ଲୋକେ । ଆଜି(ବୁଧବାର) ଏଭଳି ଏକ ଦୃଶ୍ୟ ଅନୁଗୋଳ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

Water problem: ଗରା ମାଠିଆ ଧରି ପାଣି ପାଇଁ ଧାରଣା

author img

By

Published : Apr 13, 2022, 3:20 PM IST

ଅନୁଗୋଳ : ପାଣି ପାଇଁ ଆନ୍ଦୋଳନ। ଧାରଣାରେ ଗାଁ ଲୋକେ । ଆଜି(ବୁଧବାର) ଏଭଳି ଏକ ଦୃଶ୍ୟ ଅନୁଗୋଳ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଦେଖିବାକୁ ମିଳିଛି ।

Water problem: ଗରା ମାଠିଆ ଧରି ପାଣି ପାଇଁ ଧାରଣା

ଗାଁକୁ ପାଣି ଯୋଗାଇବା ଦାବି କରି କୁଇଓ ଗାଁ ଓ କୁଇଓ ଜଙ୍ଗଲ ଗାଁ ଲୋକେ ପାଣି ଗରା ଧରି ଧରଣା ଦେଇଛନ୍ତି । ସେମାନଙ୍କ ଗାଁରେ ପାଣି ସମସ୍ୟା ସବୁ ଦିନିଆ ହୋଇଥିବାବେଳେ ଖରାଦିନେ ଏହା ଉକ୍ତୃଷ୍ଟ ହୋଇଯାଏ ।

ଏଥିପାଇଁ ଭରତପୁର କୋଇଲା ଖଣି କର୍ତ୍ତୃପକ୍ଷ ପ୍ରତିବର୍ଷ ଟ୍ୟାଙ୍କର ଯୋଗେ ଗାଁକୁ ପାଣି ଯୋଗାଇ ଦିଅନ୍ତି। ପ୍ରତିବର୍ଷ ମାର୍ଚ୍ଚ ମାସରେ ପାଣି ଯୋଗାଇବା ପାଇଁ ନିର୍ଦ୍ଦେଶ ଥିବା ବେଳେ ଆଜି ଯାଏଁ ଲୋକଙ୍କୁ ପାଣି ମିଳି ନାହିଁ । ଯାହାପାଇଁ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ।

ଏନେଇ ସେମାନେ ଖଣି କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନକୁ ଆପତ୍ତି କରିଥିଲେ ବି କେହି ନ ଶୁଣିବାରୁ ବାଧ୍ୟହୋଇ ସେମାନେ ଧାରଣା ଦେଇଛନ୍ତି । ଏନେଇ ସେମାନେ ଖଣି କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନକୁ ଆପତ୍ତି କରିଥିଲେ ବି କେହି ନ ଶୁଣିବାରୁ ବାଧ୍ୟହୋଇ ସେମାନେ ଧାରଣା ଦେଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.