ETV Bharat / state

ଜଙ୍ଗଲରୁ ଆହତ ହରିଣ ଉଦ୍ଧାର

author img

By

Published : Jan 27, 2021, 3:16 PM IST

ଜଙ୍ଗଲ ମଧ୍ୟରୁ ଆହତ ହରିଣ ଉଦ୍ଧାର କଲେ ଗାଁ ଲୋକେ । ଉଦ୍ଧାର ପରେ ବନ ବିଭଗକୁ କଲେ ହସ୍ତାନ୍ତର। ଅଧିକ ପଢନ୍ତୁ...

ଜଙ୍ଗଲରୁ ଉଦ୍ଧାର ହେଲେ ଆହତ ହରିଣ, ବନ ବିଭାଗକୁ ହସ୍ତାନ୍ତର

ଅନୁଗୋଳ: ଜଙ୍ଗଲ ମଧ୍ୟରୁ ଆହତ ହରିଣ ଉଦ୍ଧାର କଲେ ଗାଁ ଲୋକେ । ଉଦ୍ଧାର ପରେ ବନ ବିଭାଗକୁ କଲେ ହସ୍ତାନ୍ତର। ଅନୋଗୁଳ ବନଖଣ୍ଡ ଅନ୍ତର୍ଗତ ବଡକେରେଜାଙ୍ଗ ଗାଁରେ ଆହତ ହରିଣକୁ ଉଦ୍ଧାର କରିଛନ୍ତି ଗ୍ରାମବାସୀ। ବନ ବିଭାଗକୁ ଖବର ଦେବାପରେ ବନ ବିଭାଗ କର୍ମଚାରୀ ମାନେ ଆସି ଆହତ ହରିଣକୁ ଚିକିତ୍ସା ପାଇଁ ନେଇଥିଲେ।

ହରିଣକୁ କିଛି କୁକୁର ଗୋଡ଼ାଇ ଗୋଡ଼ାଇ କାମୁଡି ଥିଲେ ଫଳରେ ହରିଣଟି ଆଉ ଦୌଡ଼ି ନପାରି ପଡି ଯାଇଥିଲା । ଗ୍ରାମବାସୀ ଏହା ଦେଖି ହରିଣକୁ ଉଦ୍ଧାର କରିଥିଲେ। ଏନେଇ ବନ ବିଭାଗକୁ ଖବର ଦେବା ପରେ ବିଭାଗ ପକ୍ଷରୁ ଆହତ ହରିଣର ଚିକିତ୍ସା କରାଯାଇଛି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.