ETV Bharat / state

ଡାକ୍ତରଖାନାରେ ପଶିଲା ବର୍ଷାପାଣି; ହନ୍ତସନ୍ତ ରୋଗୀ - କଲବଲ କରୁଛି ବର୍ଷାପାଣି

ଡାକ୍ତରଖାନାରେ ରୋଗୀଙ୍କୁ କଲବଲ କରୁଛି ବର୍ଷାପାଣି । ଚିକିତ୍ସା ବଦଳରେ ମିଳୁଛି ଯନ୍ତ୍ରଣା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : Sep 7, 2019, 11:20 PM IST

ଅନୁଗୋଳ: ଡାକ୍ତରଖାନରେ ନାହାଁନ୍ତି ରୋଗୀ । ଲହଡି ମାରୁଛି ବର୍ଷା ପାଣି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୋଳ ଜିଲା ପାଲଲହଡା ଉପଖଣ୍ଡ ଚିକିତ୍ସାଳୟରେ । ଗତକାଲି ଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ ବର୍ଷା ଜଳ ନିଷ୍କାସନ ହୋଇ ନପାରି ଡାକ୍ତର ଖାନାରେ ଲହଡି ମାରୁଛି ପାଣି । ବର୍ଷାପାଣି ଡାକ୍ତରଖାନାକୁ ପଶି ଆସିବାରୁ ୱାର୍ଡ ଭିତରେ ଥିବା ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଖାଲି ବର୍ଷା ପାଣି ନୁହେଁ ଆଖପାଖର ନାଳ ନର୍ଦ୍ଦମାର ପାଣି ମଧ୍ୟ ଡାକ୍ତରଖାନାର ସମସ୍ତ ଓ୍ବାର୍ଡ ଓ ଅଫିସ ଭିତରେ ଲହଡି ମାରୁଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଫଳରେ ଡାକ୍ତରଖାନାରା ସମସ୍ତ ଆସବା ପତ୍ର ଔଷଧ ଓଦା ହୋଇଯାଇଛି । ଘଟଣା ସ୍ଥଳକୁ ପରିଦର୍ଶନ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପହଞ୍ଚି ରୋଗୀଙ୍କ ସମସ୍ୟା ବୁଝିବା ସହ ଡ୍ରେନ ପାଣି କିଭଳି ନିସ୍କାସିତ ହୋଇ ପାରିବ ସେ ନେଇ ତଦାରଖ କରିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଡାକ୍ତର ଖାନାରେ ଲହଡି ମାରୁଛି ।ଆଜି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୋଳ ଜିଲା ପାଲଲହାଡ଼ା ଉପଖଣ୍ଡ ଚିକିତ୍ସା ଲୟରେBody: । ଗତ କାଲି ଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ ବର୍ଷା ଜଳ ନିଷ୍କାସନ ହୋଇ ନପାରି ଡାକ୍ତର ଖାନାରେ ଲହଡି ମାରୁଛି । ସବୁତକ ପାଣି ଡାକ୍ତର ଖାନାର ୱାଡ଼ ଭିତରେ ପଶି ଯିବାରୁ ସେଠାରେ ଥିବା ରୋଗୀ ନାହିଁ ନଥିବା ଅସୁବିଧା ରେ ସମ୍ମୁଖୀନ ହୋଇଛନ୍ତି । ବର୍ଷା ପାଣି ସହ ଆଖପାଖ ର ନାଳ ନର୍ଦମାର ପାଣି ମଧ୍ୟ ଡାକ୍ତରଖାନାର ସମସ୍ତ ଓ୍ବାର୍ଡ ଓ ଅଫିସ ଭିତରେ ଲହଡି ମାରୁଛି । ରାତିତମାମ ରୋଗୀ ମାନେ ନାହିଁ ନଥିବାର ଅସୁବିଧା ସମ୍ମୁଖୀନ ହୋଇଛନ୍ତି । ସମସ୍ତ ବେଡ ରୋଗୀ ଙ୍କ ଔଷଧ ପତ୍ର ଓଦା ହୋଇଯାଇଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ସୁଦ୍ଧା ରୋଗୀ ମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇ ପାରିନାହିଁ । ଘଟଣା ସ୍ଥଳକୁ ପରିଦର୍ଶନ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପହଞ୍ଚି ରୋଗୀଙ୍କ ସମସ୍ୟା ବୁଝିବା ସହ ଡ୍ରେନ ପାଣି କିଭଳି ନିସ୍କାସିତ ହୋଇ ପାରିବ ସେ ନେଇ ତଦାରଖ ଆରମ୍ଭ କରିଛନ୍ତି ।
Byte_1 ରୋଗୀ ।
Byte-2ପ୍ରତାପ କୁମାର ବେହେରା , ଜିଲା ମୁଖ୍ୟ ଚିକତ୍ସା ଅଧିକାରୀ ।Conclusion:ଏହି ସମସ୍ୟା କୁନେଇ ଜିଲ୍ଲାପାଳ ଙ୍କୁ ଅବଗତ କରାଇ ଏହାର ସ୍ଥାୟୀ ସମାଧାନ କରିବେ ବୋଲି ତାଙ୍କ ପ୍ରତିକ୍ରିୟା ରେ କହିଛନ୍ତି ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.