ETV Bharat / state

Holi 2022: ଅବିର ଖେଳରେ ସଭିଏଁ ମସଗୁଲ - ଅନୁଗୋଳରେ ହୋଲି ପାଳନ

ଦୁଇ ବର୍ଷର ବ୍ୟବଧାନ ପରେ ସାମୂହିକ ହୋଲି ଖେଳର ମଜା ଉଠାଇଛନ୍ତି ଅନୁଗୋଳବାସୀ । ଅଧିକ ପଢ଼ନ୍ତୁ

holi cebration in angul
Holi 2022: ଅବିର ଖେଳରେ ସମସ୍ତେ ମସଗୁଲ
author img

By

Published : Mar 19, 2022, 3:27 PM IST

ଅନୁଗୋଳ: ଦୁଇ ବର୍ଷର ବ୍ୟବଧାନ ପରେ ସାମୂହିକ ହୋଲି ଖେଳର ମଜା ଉଠାଇଛନ୍ତି ଅନୁଗୋଳବାସୀ । କୋରୋନା ସଂକ୍ରମଣ ହ୍ରାସ ପାଇବା ପରେ କଟକଣା କୋହଳ ହୋଇଥିବାରୁ ଚାରିଆଡ଼ ଉତ୍ସବମୁଖର ହୋଇପଡ଼ିଛି । ପିଲାଙ୍କଠୁ ବଡ଼ ଯାଏଁ ସଭିଁଏ ବେଶ ଧୁମଧାମରେ ହୋଲି ପାଳନ କରୁଛନ୍ତି ରଙ୍ଗର ପର୍ବ ହୋଲି ।

Holi 2022: ଅବିର ଖେଳରେ ସମସ୍ତେ ମସଗୁଲ

ଆଜି ରଙ୍ଗର ପର୍ବ ହୋଲି ଅବସରରେ ଲୋକଙ୍କ ମଧ୍ୟରେ ଆନନ୍ଦ ଉଲ୍ଲାସ ଦେଖିବାକୁ ମିଳିଛି । ରାସ୍ତାଘାଟ, ବଜାର, ସାହି ସାହିରେ ଏବଂ ଆପାର୍ଟମେଣ୍ଟ ମାନଙ୍କରେ ଲୋକେ ସାମୂହିକ ଭାବେ ପରସ୍ପରକୁ ରଙ୍ଗ ଲଗାଇ ଆଲିଙ୍ଗନ କରୁଛନ୍ତି । ଡିଜେ ସାଉଣ୍ଡ ତାଳେତାଳେ ନାଚଗୀତରେ ବିଭୋର ହେଉଥିବା ମଧ୍ୟ ଦେଖିବାକୁ ମିଳିଛି। ଦୀର୍ଘ ଦୁଇ ବର୍ଷ ହେଲା ହୋଲି ପର୍ବ ପାଳନ କରିନଥିବାବେଳେ ଚଳିତ ବର୍ଷ ହୋଲିକୁ ମନ ଭରି ପାଳନ କରୁଛନ୍ତି ଲୋକେ । ଏହାସହ ଆଗାମୀ ବର୍ଷ ମାନଙ୍କରେ ଯେମିତି କୌଣସି ପ୍ରକାର ବାଧା ବିଘ୍ନ ରହିବ ନାହିଁ ସେଥିପାଇଁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.