ETV Bharat / state

ଲଗାଣ ବର୍ଷାରେ ଭାଙ୍ଗିଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ଅନୁଗୋଳରେ ଲାଗି ରହିଛି ପ୍ରବଳ ବର୍ଷା। ଏହି ବର୍ଷାରେ 3ଟି ପରିବାରର ଘର ଭାଙ୍ଗିଯାଇଛି। ସୌଭାଗ୍ୟ କ୍ରମେ ପରିବାରର କେହି ଆହତ ହୋଇନଥିବା ଜଣାପଡ଼ିଛି ।

author img

By

Published : Sep 15, 2019, 1:26 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା ଅନୁଗୋଳ

ଅନୁଗୋଳ: ଲାଗିରହିଛି ପ୍ରବଳ ବର୍ଷା। ଏହି ବର୍ଷାରେ 3ଟି ପରିବାରର ଘର ଭାଙ୍ଗିଯାଇଛି। ସୌଭାଗ୍ୟ କ୍ରମେ ପରିବାରର କେହି ଆହତ ହୋଇନଥିବା ଜଣାପଡ଼ିଛି । ଏଭଳି ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ପାଲଲହଡ଼ା ବ୍ଲକ ଡିମିରିଆ ପଞ୍ଚାୟତ ଡିମିରିଆ ଗାଁରେ । ଲଗାଣ ବର୍ଷା କାରଣରୁ ଗାଁ ପବିତ୍ର ପ୍ରଧାନଙ୍କ ଘର କାନ୍ତ ଭାଙ୍ଗିଥିଲା । ସେହି କାନ୍ଥ ପାଖ ଘର ଅନୀଲ ସାହୁ ଓ ଝରଣା ସାହୁଙ୍କ ଘର ଉପରେ ପଡିବାରୁ ତାହା ମଧ୍ୟ ଭାଙ୍ଗିଯାଇଛି । ତେବେ ଏବେ ସୁଦ୍ଧା କୌଣସି ସରକାରୀ ଅଧିକାରୀ ଗାଁରେ ପହଞ୍ଚି ନାହାଁନ୍ତି, କି ବର୍ଷା ଘର ଭାଙ୍ଗିଯିବା ପରେ ଦୁର୍ଦ୍ଦଶା ଭୋଗୁଥିବା ଲୋକଙ୍କ କଥା ବୁଝିନାହାନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ଅନୁଗୋଳ

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ପ୍ରବଳ ବର୍ଷା ରେ ଭାଗିଲା ଘର । ଗତ କାଲି ହୋଇଥିବା ଲଗାଣ ବର୍ଷାରେ ତିନୋଟି ପରିବାର ର ଘର ଭାଙ୍ଗିଛି । ଶୋଭାଗ୍ୟ କ୍ରମେ ପରିବାର ର କେହି ଆହତ ହୋଇ ନଥିବା ଜଣା ପଡ଼ିଛି । Body:ପ୍ରବଳ ବର୍ଷା ରେ ଭାଗିଲା ଘର । ଗତ କାଲି ହୋଇଥିବା ଲଗାଣ ବର୍ଷାରେ ତିନୋଟି ପରିବାର ର ଘର ଭାଙ୍ଗିଛି । ଶୋଭାଗ୍ୟ କ୍ରମେ ପରିବାର ର କେହି ଆହତ ହୋଇ ନଥିବା ଜଣା ପଡ଼ିଛି । ଘଟଣା ଘଟିଛି ଅନୁଗୋଳ ଜିଲା ପାଲଲହାଡ଼ା ବ୍ଲକ ଡିମିରିଆ ପଞ୍ଚାୟତ ଡିମିରିଆ ଗାଁ ରେ । ଲଗାଣ ବର୍ଷା କାରଣ ରୁ ଗାଁ ପବିତ୍ର ପ୍ରଧାନ ଙ୍କ ଘର କାନ୍ତ ଭାଙ୍ଗିଥିଲା । ଯେଉଁ କାନ୍ଥ ପାଖ ଘର ଅନୀଲ ସାହୁ ଓ ଝରଣା ସାହୁ ଙ୍କ ଘର ଉପରେ ପଡିବାରୁ ତାହା ମଧ୍ୟ ଭାଙ୍ଗିଯାଇଛି ।।Conclusion:ତେବେ ଏବେ ସୁଦ୍ଧା କୌଣସି ସରକାରୀ ଅଧିକାରୀ ଗାଁ ରେ ପହଞ୍ଚି ନାହାନ୍ତି । କି ବର୍ଷା ଘର ଭାଙ୍ଗିଯିବା ପରେ ଦୁର୍ଦଶ ଭୋଗୁଥିବା ଲୋକଙ୍କ କଥା ବୁଝିନାହାନ୍ତି
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.