ETV Bharat / state

ସାକାଳେ ଘନ କୁହୁଡି, ଦିନରେ ତାପମାତ୍ରା 40 ଡ଼ିଗ୍ରୀ ପାର

author img

By

Published : Mar 22, 2022, 7:42 PM IST

ଦିନରେ ତାପମାତ୍ରା 40 ଡ଼ିଗ୍ରୀ, ରାତିର ଶୀତ ଆଉ ସକାଳେ କୁହୁଡ଼ି ଏହିପରି ପାଗ ଅନୁଭୂତ ହେଉଛି ଅନୁଗୋଳରେ । ଅଧିକ ପଢନ୍ତୁ

ଅନୁଗୋଳରେ ସାକାଳେ ଘନ କୁହୁଡି, ଦିନରେ ତାପମାତ୍ରା 40 ଡ଼ିଗ୍ରୀ ପାର୍

ଅନୁଗୋଳ: ଦିନରେ ତାପମାତ୍ରା 40 ଡ଼ିଗ୍ରୀ, ରାତିର ଶୀତ ଆଉ ସକାଳେ କୁହୁଡ଼ି । ଏପରି ପାଗ ଅନୁଭୂତ ହେଉଛି ଅନୁଗୋଳ ଜିଲ୍ଲାରେ । ଆଜି(ମଙ୍ଗଳବାର) ସକାଳୁ ସକାଳୁ ହଠାତ୍ କୁହୁଡି ମାଡି ଆସିଥିଲା । ଫଳରେ ରାସ୍ତାଘାଟ କିଛି ଦେଖା ଯାଇନଥିଲା । ସକାଳ ପ୍ରାୟ ୯ଟା ପର୍ଯ୍ୟନ୍ତ ଏହିପରି କୁହୁଡି ରହିଥିଲା ।

ଚାରିଆଡେ ଧଳା ଚାଦର ଘୋଡାଇ ହେବା ପରି ଜଣାପଡୁଥିଲା । ଦିନ ବେଳେ ତାପମାତ୍ରା ୪୦ ଡିଗ୍ରୀ ପାର୍ କରି ଯାଉଥିବାରୁ ପ୍ରବଳ ଖରା ଓ ଗରମ ଅନୁଭୀତ ହେଉଛି । ଏହିସମରେ ସକାଳ ସମୟରେ ପ୍ରବଳ କୁହୁଡି ସମସ୍ତଙ୍କୁ ଚକିତ କରିଛି । ସେପଟେ ଏହି କୁହୁଡି ଯୋଗୁଁ ପନିପରିବା ଫସଲ ଉପରେ ପ୍ରଭାବ ପଡିବ ବୋଲି ଚାଷୀମାନେ କହି ଥିବାବେଳେ ଜଳବାୟୁ ପରିବର୍ତ୍ତନର ଏହା ଏକ ସୂଚନା ବୋଲି ପରିବେଶବିତ ମାନେ କହିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.