ETV Bharat / state

ଆଖି ତଡା ହୋଇନି, ନଷ୍ଟ ହୋଇଛି: ସିଡିଏମଓ

ଆଖି ଗାୟବ ଘଟଣାର ରିପୋର୍ଟ ଦେଲା ସ୍ବାସ୍ଥ୍ୟ ବିଭାଗ । ଆଖି ଚୋରି କିମ୍ବା ତଡାଯାଇନି କହିଲା ବିଭାଗ । ଶୁକ୍ରବାର ବ୍ୟବଚ୍ଛେଦ ପରେ ରିପୋର୍ଟ ଆସିବା ପରେ ସିଡିଏମଓ ଉତ୍ତର ଦେଇଛନ୍ତି ।

author img

By

Published : Jul 27, 2019, 1:08 PM IST

Updated : Jul 27, 2019, 2:02 PM IST

ଫାଇଲ ଫଟୋ

ଅନୁଗୋଳ: ଆଖି ଗାୟବ ଘଟଣାର ହେଲା ପର୍ଦ୍ଦାଫାଶ । ଆଖି ତଡାକୁ ମିଥ୍ୟା ପ୍ରମାଣ କଲା ରିପୋର୍ଟ । ଶୁକ୍ରବାର ବ୍ୟବଚ୍ଛେଦ ପରେ ରିପୋର୍ଟ ପ୍ରଦାନ କରିଛି ସ୍ବାସ୍ଥ୍ୟ ବିଭାଗ । ପ୍ରଥମ ଘଟଣାରେ ଆଖି ସଂକ୍ରମଣ ହୋଇଥିବାବେଳେ ଅନ୍ୟ ଘଟଣାରେ ଦୁର୍ଘଟଣା ଜନିତ ଦର୍ଶାଇଛି ବିଭାଗ ।

ଫଟୋ ସୌଜନ୍ୟ : ସମ୍ବାଦଦାତା, ଅନୁଗୋଳ

ତେବେ ଆଖି କେହି ଗାୟବ କରିନାହାଁନ୍ତି କିମ୍ବା ତଡା ଯାଇ ନାହିଁ । ଜଣଙ୍କର ଆଖି ଦୁର୍ଘଟଣାରେ ନଷ୍ଟ ହୋଇ ଯାଇଥିବାବେଳେ ଅନ୍ୟଜଣଙ୍କର ସଂକ୍ରମଣ ଯୋଗୁ ପଚି ଯାଇଥିବା କହିଛନ୍ତି ସିଡିଏମଓ ଡା.ପ୍ରତାପ ବେହେରା । ଉଭୟ ମୃତ ଶରୀରର ବ୍ୟବଚ୍ଛେଦ ରିପୋର୍ଟ ସ୍ବାସ୍ଥ୍ୟ ସଚିବ ଓ ନିର୍ଦ୍ଦେଶକଙ୍କୁ ଦିଆଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଆଖି ଗୟାବ ଘଟଣା ର ଆସିଲା ଶବ ବ୍ୟବଚ୍ଛେଦ ରିପୋଟ ।ମୃତ ଶରୀର ରେ ଥିଲା ଆଖି !Body:ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶବଗୃହରୁ ଦୁଇ ଜଣଙ୍କ ଆଖି ଗାଏବ ଘଟଣାର ଆସିଛି ଶବ ବ୍ୟବଚ୍ଛେଦ ରିପୋର୍ଟ। ଦୁଇଟି ଭିନ୍ନ ଭିନ୍ନ କାରଣ ଦର୍ଶାଇଛି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ। ପ୍ରଥମ ଶବରୁ ଆଖି ଗାଏବ ସଂକ୍ରମଣ ପାଇଁ ଏବଂ ଦ୍ବିତୀୟ ଶବ ଦୁର୍ଘଟଣା ଜନିତ ବୋଲି ରିପୋର୍ଟ ଆସିଛି । ଆଖିକୁ କେହି ଗାଏବ କିମ୍ବା ତାଡ଼ି ନାହାନ୍ତି, ବରଂ ଡୋଳା ଲୁଚି ଯାଇଥିଲା ଓ ସଂକ୍ରମ‌ଣରେ ପୂଯ ହୋଇ ଯାଇଥିଲା ବୋଲି ବୋଲି ସିଡିଏମ୍‌ଓ ଡା. ପ୍ରତା‌ପ ବେହେରା କହିଛନ୍ତି। ଉଭୟ ଶବର ବ୍ୟବଚ୍ଛେଦ ରିପୋର୍ଟ ସ୍ବାସ୍ଥ୍ୟ ସଚିବ ଏବଂ ନିର୍ଦେଶକଙ୍କୁ ଦିଆଯାଇଛି ।Conclusion:ଯେଉଁ ଘଟଣା ପାଇଁ ଲଗତ କିଛିଦିନ ଧରି ଜିଲା ମୁଖ୍ୟ ଚିକିତ୍ସାଳୟ ଚର୍ଚ୍ଚା ରେ ରହିଥିଲା ।
Last Updated : Jul 27, 2019, 2:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.