ETV Bharat / state

ଡାକ୍ତରଙ୍କ ବଦାନ୍ୟତା, ଗରିବ ଅସହାୟଙ୍କୁ ବାଣ୍ଟୁଛନ୍ତି ଖାଦ୍ୟ ସାମଗ୍ରୀ

ଲକଡାଉନ ବେଳେ ଗରିବ ଅସହାୟଙ୍କୁ ଗାଁ ଗାଁ ବୁଲି ବିଭିନ୍ନ ଖାଦ୍ୟ ସାମଗ୍ରୀ ବାଣ୍ଟୁଛନ୍ତି ଡାକ୍ତର ଅବିନାଶ । ଗାଁରେ ଲକଡାଉନ ଜାରି ହେବା ସେ ଏଭଳି କାର୍ଯ୍ୟ କରୁଥିବା କହିଥିବା ବେଳେ ଲୋକମାନେ ମଧ୍ୟ ସହାୟତା ପାଇ ବେଶ ଖୁସି ଅଛନ୍ତି । ଅଧିକ ପଢନ୍ତୁ...

generosity of the doctors, the food distribution to the poor and needy
ଡାକ୍ତରଙ୍କ ବଦାନ୍ୟତା, ଗରିବ ଅସହାୟଙ୍କୁ ବାଣ୍ଟୁଛନ୍ତି ଖାଦ୍ୟ ସାମଗ୍ରୀ
author img

By

Published : Apr 21, 2020, 6:30 PM IST

ଅନୁଗୋଳ: ଡାକ୍ତରଙ୍କ ବଦାନ୍ୟତା । ଗାଁ ଗାଁ ବୁଲି ଗରିବ ଅସହାୟ ଲୋକଙ୍କୁ ବାଣ୍ଟୁଛନ୍ତି ଖାଦ୍ୟ ସାମଗ୍ରୀ । ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକରେ ଥିବା ଅନେକ ଗରିବଙ୍କ ଘରେ ଖାଦ୍ୟ ପହଞ୍ଚାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି ଡାକ୍ତର ଅଭିନାଶ ସାମଲ ।

ଯେବେ ଠାରୁ ଜିଲ୍ଲାରେ ତାଲା ବନ୍ଦ ପ୍ରକ୍ରିୟା କାର୍ଯ୍ୟକାରୀ ହୋଇଛି ସେବେଠୁ ଡାକ୍ତର ଅଭିନାଶ ଗାଁ ଗାଁ ବୁଲି ଗରିବ ଲୋକଙ୍କୁ ଚାଉଳ, ଅଟା, ତେଲ, ଡାଲି ଓ ଆଳୁ ଆଦି ପନିପରିବା, ସାବୁନ ଓ ମାସ୍କ ବାଣ୍ଟଛନ୍ତି । ତାଲା ବନ୍ଦ ଯୋଗ କାମ ଧନ୍ଦା ନ ପାଇ ଘରେ ରହିଯାଇଥିବା ଗରିବ ଅସହାୟଙ୍କୁ ଏଭଳି ଭାବେ ସେ ସହାୟତା ଯୋଗାଉଛନ୍ତି । ଯେ ପର୍ଯ୍ୟନ୍ତ ଏହି ସ୍ଥିତି ରହିଥିବ ସେ ପର୍ଯ୍ୟନ୍ତ ସେ ଏମିତି ସହାୟତା ଯୋଗାଇବେ ବୋଲି କହିଛନ୍ତି । ସେପଟେ ଏପରି ସମୟରେ ସାହାଯ୍ୟ ପାଇ ଗରିବ ଲୋକମାନେ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.