ETV Bharat / state

ଗ୍ରାମାଞ୍ଚଳରେ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବାକୁ ଆଶା ଗାଁ କଲ୍ୟାଣ ସମିତି ସମ୍ମିଳନୀ

author img

By

Published : Mar 6, 2020, 4:32 PM IST

ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟ ସେବାକୁ ଆହୁରି ଲୋକଙ୍କ ନିକଟତର କରିବା ଲକ୍ଷ୍ୟରେ ଆରମ୍ଭ ହୋଇଛି ଆଶା ଗାଁ କଲ୍ୟାଣ ସମିତି ସମ୍ମିଳନୀ । ସମ୍ପୂର୍ଣ୍ଣ ଖବର ପଢନ୍ତୁ...

aa
ଗ୍ରାମାଞ୍ଚଳରେ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବାକୁ ଆଶା ଗାଁ କଲ୍ୟାଣ ସମିତି ସମ୍ମିଳନୀ

ଅନୁଗୋଳ: ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟ ସେବାକୁ ଲୋକାଭିମୁଖୀ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗର ଉଦ୍ୟମ । ଆଶାକର୍ମୀ ଓ ଗାଁ କଲ୍ୟାଣ ସମିତି ମଧ୍ୟରେ ଉତ୍ତମ ସମନ୍ଵୟ ପାଇଁ ଅନୁଷ୍ଠିତ ହୋଇଯାଇଛି ଆଶା ଗାଁ କଲ୍ୟାଣ ସମିତି ସମ୍ମିଳନୀ ।

ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟ ସେବାକୁ ଆହୁରି ଲୋକଙ୍କ ନିକଟତର କରିବା ଲକ୍ଷ୍ୟରେ କାର୍ଯ୍ୟକ୍ରମ ହାତକୁ ନେଉଛି ସ୍ବାସ୍ଥ୍ୟ ବିଭାଗ । ଏହି ସମ୍ମିଳନୀକୁ ଅନୁଗୋଳ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ଉଦଘାଟନ କରିଥିଲେ । କିଭଳି ଗାଁ କଲ୍ୟାଣ ସମିତି ସହ ଉତ୍ତମ ସମ୍ପର୍କ ରଖି ସ୍ବାସ୍ଥ୍ୟ ସେବା ସଧାରଣ ଲୋକଙ୍କୁ ଯୋଗାଇ ହେବ ସେନେଇ ଗରୁତ୍ତ୍ବ ଦେବାକୁ ଜିଲ୍ଲାପାଳ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଏହି ସମ୍ମିଳନୀରେ ଜିଲ୍ଲାର ସମସ୍ତ ଆଶା କର୍ମୀ ଓ ଗାଁ କଲ୍ୟାଣ ସମିତିର କର୍ମକର୍ତ୍ତା ଯୋଗ ଦେଇଥିଲେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.