ETV Bharat / state

ଫନି ପ୍ରଭାବିତଙ୍କ ପାଇଁ ଅପହଞ୍ଚ ପ୍ରଶାସନ - impact

ଅନୁଗୋଳ ଜିଲ୍ଲାର ରନ୍ତଲେଇ ପଞ୍ଚାୟତରେ କିଛି ଲୋକଙ୍କୁ ଏକ ସ୍କୁଲ ଘରକୁ ସ୍ଥାନାନ୍ତରିତ କରାଯାଇଥିଲେ ମଧ୍ୟ ସେମାନଙ୍କ ପାଖରେ ଏ ପର୍ଯ୍ୟନ୍ତ କୌଣସି ଖାଦ୍ୟ ପହଞ୍ଚିନଥିବା ଅଭିଯୋଗ କରିଛନ୍ତି ପ୍ରଭାବିତ କିଛି ମହିଳା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : May 3, 2019, 5:03 PM IST

Updated : May 3, 2019, 5:29 PM IST

ଅନୁଗୋଳ: ତାଣ୍ଡବ ରଚିଛି ସାମୁଦ୍ରିକ ଝଡ ଫନି । ରେଡ ଆଲର୍ଟରେ ଥିବା ଅନୁଗୋଳ ମଧ୍ୟ ଫନିର ପ୍ରଭାବରେ ହୋଇଛି ପ୍ରଭାବିତ । ଜିଲ୍ଲାର ରନ୍ତଲେଇ ପଞ୍ଚାୟତରେ କିଛି ଲୋକଙ୍କୁ ଏକ ସ୍କୁଲ ଘରକୁ ସ୍ଥାନାନ୍ତରିତ କରାଯାଇଥିଲା । ମାତ୍ର ଦିନ 10ଟାରୁ ସେମାନଙ୍କ ପାଖରେ ଏ ପର୍ଯ୍ୟନ୍ତ କୌଣସି ଖାଦ୍ୟ ପହଞ୍ଚିନଥିବା ଅଭିଯୋଗ କରିଛନ୍ତି ପ୍ରଭାବିତ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ତେବେ ସେଠାରେ ଆଶ୍ରୟ ନେଇଥିବା ଲୋକଙ୍କ ସହ ଆମ ଇଟିଭି ପ୍ରତିନିଧି ଯୋଗାଯୋଗ କରିଥିଲେ । ମାତ୍ର ଏଯାବତ୍ ସେମାନଙ୍କ ପାଖରେ କୌଣସି ପ୍ରକାର ରିଲିଫ୍ ସାମଗ୍ରୀ ପହଞ୍ଚି ନଥିବା ଏମାନେ ଅଭିଯୋଗ କରିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : May 3, 2019, 5:29 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.