ETV Bharat / state

ରାଜପଥ ସମ୍ପ୍ରସାରଣ ବେଳେ ଉତ୍ତେଜନା, 144 ଧାରା ଜାରି - angul news

ବଇଣ୍ଡା ଠାରେ ରାସ୍ତା ସମ୍ପ୍ରସାରଣ ପାଇଁ ଚାଲିଥିବା ଉଚ୍ଛେଦ ପ୍ରକ୍ରିୟାକୁ ବିରୋଧ କରି ଉତ୍ତେଜନା ଦେଖାଯାଇଛି । ଫଳରେ ସେଠାରେ ପ୍ରଶାସନ ପକ୍ଷରୁ 144 ଧାରା ଜାରି କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : Sep 11, 2019, 10:56 PM IST

ଅନୁଗୋଳ: ଜିଲ୍ଲାରେ 55 ନଂ ଜାତୀୟ ରାଜପଥର ବଇଣ୍ଡା ଠାରେ ରାସ୍ତା ସମ୍ପ୍ରସାରଣ ପାଇଁ ଚାଲିଥିବା ଉଚ୍ଛେଦ ପ୍ରକ୍ରିୟାକୁ ବିରୋଧ କରି ଉତ୍ତେଜନା ଦେଖାଯାଇଛି । ଫଳରେ ସେଠାରେ ପ୍ରଶାସନ ପକ୍ଷରୁ 144 ଧାରା ଜାରି କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଦୀର୍ଘଦିନ ଧରି ଉଚ୍ଛେଦ କାର୍ଯ୍ୟ ଜାରି ରହିଛି । ହେଲେ ଠିକ ସମୟରେ ଲୋକଙ୍କୁ କ୍ଷତିପୂରଣ ମିଳୁ ନ ଥିବାରୁ ଲୋକେ ସ୍ଥାନ ଛାଡୁ ନାହାଁନ୍ତି। ତେଣୁ ଉଚ୍ଛେଦ ପ୍ରକ୍ରିୟା ଶେଷ ହୋଇ ପାରୁନାହିଁ । ତେଣୁ ଆଜି ପୋଲିସ ଉପସ୍ଥିତିରେ ଉଚ୍ଛେଦ କରାଯିବା ସହ 144 ଧାରା ଲାଗୁ କରା ଯାଇଥିଲା । ଆସନ୍ତାକାଲି ମଧ୍ୟ ସେଠାରେ ଉଚ୍ଛେଦ କାର୍ଯ୍ୟ ଜାରି ରହିବ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଅନୁଗୋଳ ଜିଲ୍ଲାର ବଇଣ୍ଡା ଠାରେ 55 ନଂ ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ଆଜି ଉଛେଦ ଚାଲିଥିବା ବେଳେ ଦେଖାଯାଇଥିଲା ଉତେଜନା Body:। ଯାହାକୁ ନେଇ ସେଠାରେ ପ୍ରଶାସନ ଓ ପୋଲିସ ପକ୍ଷରୁ ସେଠାରେ 144 ଧାରା ଜାରି କରା ଯାଇଛି। ଦୀର୍ଘ ଦିନ ହେଲା ଉଛେଦ ଚାଲିଛି। କିନ୍ତୁ ସଠିକ ସମୟରେ ଲୋକଙ୍କୁ କ୍ଷତିପୂରଣ ମିଳୁ ନଥିବାରୁ ଲୋକେ ଛାଡୁ ନାହାନ୍ତି। ତେଣୁ ଉଛେଦ ଶେଷ ହୋଇ ପାରୁ ନାହିଁ। ଅନେକ ସମୟରେ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି। ଆଜି ବ୍ୟାପକ ପୋଲିସ ଉପସ୍ଥିତିରେ ଉଛେଦ କାମ କରା ଯାଇଥିଲା। ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ 144 ଧାରା ଜାରି କରା ଯାଇଛି।Conclusion:ଆସନ୍ତା କାଲି ମଧ୍ୟ ସେଠାରେ ଉଚ୍ଛେଦ ଜାରି ରହିବ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.