ETV Bharat / state

ମାଟିତଳୁ ମିଳିଲା ଦନ୍ତାର କଙ୍କାଳ, 4 ଗିରଫ

author img

By

Published : Jun 25, 2022, 12:48 PM IST

ରାଜ୍ୟରେ ଥମୁନି ହାତୀ ଶିକାର । ସାତକୋଶିଆ ଅଭୟାରଣ୍ୟ ଜିଲିଣ୍ଡା ରେଞ୍ଜରୁ ମିଲିଲା ଦନ୍ତା ହାତୀର କଙ୍କାଳ । ଏହି ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ବନବିଭାଗ । ଅଧିକ ପଢ଼ନ୍ତୁ

elephant skeleton found in anugul
ମାଟିତଳୁ ମିଳିଲା ଦନ୍ତାହାତୀର କଙ୍କାଳ, 4 ଗିରଫ

ଅନୁଗୋଳ: ରାଜ୍ୟରେ ଥମୁନି ହାତୀ ଶିକାର । ସାତକୋଶିଆ ଅଭୟାରଣ୍ୟ ଜିଲିଣ୍ଡା ରେଞ୍ଜରୁ ମିଲିଲା ଦନ୍ତା ହାତୀର କଙ୍କାଳ । ଦାନ୍ତ ପାଇଁ ହାତୀକୁ ମାରି କେହି ପୋତି ଦେଇଥିବା ଜଣାପଡିଛି । ଘଟଣାଟି ପ୍ରାୟ ବର୍ଷେ ପୂର୍ବରୁ ବୋଲି ଅନୁମାନ କରାଯାଉଛି । ଏହି ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ବନ ବିଭାଗ ।

ଘଟଣା ସାମ୍ନାକୁ ଆସିବା ପରେ ଜିଲିଣ୍ଡା ରେଞ୍ଜ କର୍ମଚାରୀ ଘଟଣାକୁ ଲୁଚାଇ ଥିବା ନେଇ ଅଭିଯୋଗ ହୋଇଛି । ଏନେଇ ଅପରାହ୍ନରେ ସାତକୋଶିଆ DFO ସବିଶେଷ ତଥ୍ୟ ଦେବେ । ତେବେ ଅନୁଗୋଳରେ କେବେ ହାତୀ ଶିକାର ବନ୍ଦ ହେବ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବନ ବିଭାଗର ନାକ ତଳେ ଏଭଳି ବେଆଇନ କାର୍ଯ୍ୟ ପ୍ରଶାସନିକ ଉଦାସୀନତାକୁ ପଦାରେ ପକାଇଛି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.