ETV Bharat / state

ଜଙ୍ଗଲରୁ ହାତୀର ଗଳିତ ମୃତଦେହ ଠାବ: ଏକ ମାସେ ତଳେ ମୃତ୍ୟୁ ହୋଇଥିବା ଅନୁମାନ - ହାତୀର ଗଳିତ ମୃତଦେହ ଠାବ

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ମହାବିରୋଡ଼ ରେଞ୍ଜ କୁଟୁରିଆ ଗାଁ ପାଖ ଜଙ୍ଗଲରୁ ଶନିବାର ଏକ ହାତୀର ଗଳିତ ମୃତଦେହ ଠାବ କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : Oct 12, 2019, 10:45 AM IST

ଅନୁଗୋଳ: ଜଙ୍ଗଲରୁ ହାତୀର ଗଳିତ ମୃତଦେହ ଠାବ । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ମହାବିରୋଡ଼ ରେଞ୍ଜ କୁଟୁରିଆ ଗାଁ ପାଖ ଜଙ୍ଗଲରୁ ଶନିବାର ଏକ ହାତୀର ଗଳିତ ମୃତଦେହ ଠାବ କରାଯାଇଛି ।

ସୂଚନା ଅନୁଯାୟୀ, ହାତୀଟିକୁ ଆନୁମାନିକ ୨୦ ବର୍ଷ ହେବ । ତେବେ ହାତୀଟିର ପ୍ରାୟ ଏକ ମାସ ହେବ ମୃତ୍ୟୁ ହୋଇଥିବା ଅନୁମାନ କରାଯାଇପାରେ ବୋଲି ପଶୁ ଚିକିତ୍ସା ଅଧିକାରୀ ସତ୍ୟ ବିକ୍ରମ ତରାଇ ସୂଚନା ଦେଇଛନ୍ତି ।

ତେବେ ହାତୀଟି ମାଈ ନାଁ ଅଣ୍ଡିରା ଜଣାପଡ଼ି ନ ଥିବାବେଳେ ଏତେଦିନ ଧରି ହାତୀଟିର ମୃତ୍ୟୁ ଘଟିଥିବା ବନବିଭାଗ କିଭଳି ଜାଣି ପାରିଲା ନାହିଁ ବୋଲି ସନ୍ଦେହ ସୃଷ୍ଟି ହୋଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଜଙ୍ଗଲ ରୁ ହାତୀର ଗଳିତ ମୃତ ଦେହ ଠାବ । ମୃତ୍ୟର ର କାରଣ ଅସ୍ପଷ୍ଟ ।ପ୍ରାୟ ୧ମାସ ରୁ ଅଧିକ ଦିନ ହେବ ହାତୀ ମାରିଥିବା ସୂଚନା ।Body:ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ମହାବିରୋଡ଼ ରେଞ୍ଜ କୁଟୁରିଆ ଗାଁ ପାଖ ଜଙ୍ଗଲ ରୁ ଗୋଟିଏ ହାତୀର ଗଳିତ ଶବ ଠାବ କରାଯାଇଛି । ଗଳିତ ହାତୀଟି ମାଈ ନାଁ ଅଣ୍ଡିଆ ଜଣା ପଡ଼ିନାହିଁ ।ହାତୀଟି ଆନୁମାନିକ ୨୦ ବର୍ଷ ହେବ ଓ ଏହା ପ୍ରାୟ ୧ମାସ ହେବ ମୃତୁ ହୋଇଥିବା ଅନୁମାନ କରାଯାଇପାରେ ବୋଲି ପଶୁ ଚିକିତ୍ସା ଅଧିକାରୀ ସତ୍ୟବିକ୍ରମ ତରାଇ ସୂଚନା ଦେଇଛନ୍ତି ।Conclusion:ତେବେ ହାତୀ ଟି ମୃତ୍ୟୁ ଏତେ ଦିନ ହେବ ହୋଇ ଥିବା ବେଳେ ବନ ବିଭାଗ ଜାଣି କିଭଳି ଜାଣି ପାରିଲା ନାହିଁ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.