ETV Bharat / state

ଏନଏଚର ଦୂରାବସ୍ଥାକୁ ନେଇ ଆନ୍ଦୋଳନରେ ସାଂସଦ ଓ ସମର୍ଥକ - Dhenkanala MP and his supporter in strike

55 ନଂ ଜାତୀୟ ରାଜପଥର ଦୁରାବସ୍ଥା ନେଇ ଆନ୍ଦୋଳକୁ ଓହ୍ଲାଇଛନ୍ତି ଢେଙ୍କାନାଳ ସାଂସଦ ମହେଶ ସାହୁ ଓ ତାଙ୍କ ସମର୍ଥକ ।

ରାଜରସ୍ଥାର ଦୂରାବସ୍ଥା ପାଇଁ ଆନ୍ଦୋଳନରେ ସାଂସଦ-ସମର୍ଥକ
author img

By

Published : Oct 19, 2019, 3:06 PM IST

ଅନୁଗୋଳ: ଜାତୀୟ ରାଜପଥ ପାଲିଟିଛି ମରଣଯନ୍ତା । ଦୋହରି କରଣ ନାଁରେ ରାସ୍ତା ସଜାଡିବା ଦୂରର କଥା ଟଙ୍କା ହଡପ କରିଛି ଠିକା କମ୍ପାନୀ । ଏମିତି ଅଭିଯୋଗ ଆଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଢେଙ୍କାନାଳ ସାଂସଦ ମହେଶ ସାହୁ ଓ ତାଙ୍କ ସମର୍ଥକ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା ଅନୁଗୋଳ

ଅନୁଗୋଳ ଓ ଢେଙ୍କାନାଳ ଦେଇ ସମ୍ବଲପୁରକୁ ସଂଯୋଗ କରୁଥିବା 55 ନଂ ଜାତୀୟ ରାଜପଥର ଦୁରାବସ୍ଥା ନେଇ ଚାଲିଛି ଏହି ଆନ୍ଦୋଳନ । ନିଜ ଲୋକସଭା କ୍ଷେତ୍ରର ବିଭିନ୍ନ ସ୍ଥାନରେ ରାଜପଥ ଅବରୋଧ କରିଛନ୍ତି । ସାଂସଦ ମହେଶ ସାହୁଙ୍କ ନେତୃତ୍ବରେ ଏଥିପାଇଁ ଢେଙ୍କାନାଳ ସଂସଦୀୟ କ୍ଷେତ୍ରର ବିଭିନ୍ନ ସ୍ଥାନରେ ଦୁଇ ଘଣ୍ଟିଆ ପ୍ରତୀକାତ୍ମକ ଧର୍ମଘଟ କରାଯାଇଛି । ଏହି ପରିପ୍ରେକ୍ଷୀରେ ସକାଳ ୯ ଟାରୁ ୧୧ଟା ପର୍ଯ୍ୟନ୍ତ ଜିଲ୍ଲାର ଅନୁଗୋଳ କାଲଟାକ୍ସ ଛକଠାରେ ଜିଲ୍ଲା ଯୁବ ବିଜେଡି ସଭାପତି ଦିନେଶ ପ୍ରଧାନଙ୍କ ନେତୃତ୍ବରେ ରାସ୍ତାରୋକ କରାଯାଇଥିଲା । ଏହି ରାସ୍ତାରୋକ ଫଳରେ ଜାତୀୟ ରାଜପଥ ୫୫ରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଜାତୀୟ ରାଜପଥ ମରଣ ଯନ୍ତା । ଦୋହରି କରଣ ନାଁ ରେ ଆଉ ନିର୍ମାଣ ନ କରି ଖଣ୍ଡିଆ ଖାବଡା କରି ପକାଇ ଦେଇଛି ଠିକା କମ୍ପାନୀ । ଯାହା ବିରୁଦ୍ଧରେ ଆନ୍ଦୋଳ କୁ ଓହ୍ଲାଇ ଛନ୍ତି ଢେଙ୍କାନାଳ ସାଂସଦ ମହେଶ ସାହୁ । Body:ଅନୁଗୋଳ ଓ ଢେଙ୍କାନାଳ ଦେଇ ସମ୍ବଲପୁର କୁ
ସଂଯୋଗ କରୁଥିବା 55 ନଂ ଜାତୀୟ ରାଜପଥ ର ଦୁରାବସ୍ଥା ନେଇ ଏଭଳି ଅନଦୋଳ କୁ ଓହ୍ଲାଇ ଛନ୍ତି ସାଂସଦ ଓ ତାଙ୍କ ସମର୍ଥ । ଲୋକ ସଭା କ୍ଷେତ୍ରରେ ବିଭିନ୍ନ ସ୍ଥାରେ ରାଜ ପଥ ଅବରୋଧ କରି ଛନ୍ତି ।
ସାଂସଦ ମହେଶ ସାହୁଙ୍କ ନେତୃତ୍ବରେ ଏଥିପାଇଁ ଢେଙ୍କାନାଳ ସଂସଦୀୟ କ୍ଷେତ୍ରର ବିଭିନ୍ନ ସ୍ଥାନରେ ଦୁଇ ଘଣ୍ଟିଆ ପ୍ରତୀକାତ୍ମକ ଧର୍ମଘଟ କରା ଯାଇଛି । ସକାଳ ୯ ଟାରୁ ୧୧ ତା ପର୍ଯ୍ୟନ୍ତ ଜିଲ୍ଲାର ଅନୁଗୋଳ କାଲଟାକ୍ସ ଛକଠାରେ ଜିଲ୍ଲା ଯୁବ ବିଜେଡି ସଭାପତି ଦିନେଶ ପ୍ରଧାନ ଙ୍କ ନେତୃତ୍ବରେ ରାସ୍ତା ରୋକ କରା ଯାଇଥିଲା ।
Byte- 1ଭକ୍ତି ପ୍ରସାଦ ଦାସ , ବିଜେଡ଼ି ନେତା ।
Byte- 2 ଦିନେଶ ଦେହୁରୀ , ଜିଲା ବିଜେଡି ଯୁବ ସଭାପତି ।Conclusion:ରୂରାଳ ହାଉସିଂ ବୋର୍ଡର ଅଧ୍ୟକ୍ଷ ମୀନ କେତନ ଅମାନ୍ତ ,ଅନୁଗୋଳର ପୂର୍ବତନ ନଗରପାଳ ଭକ୍ତି ପ୍ରସାଦ ଦାସ ସହ ଦଳୀୟ କର୍ମକର୍ତା ସାମିଲ ହୋଇଥିଲେ । ଏହି ରାସ୍ତାରୋକ ଫଳରେ ଜାତୀୟ ରାଜପଥ ୫୫ରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା  । 
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.