ETV Bharat / state

ଡେରଜାଙ୍ଗ ଜଳସେଚନ ପ୍ରକଳ୍ପର ଖୋଲିଲା ଗୋଟିଏ ଗେଟ୍‌ - ଡେରଜାଙ୍ଗ ପ୍ରକଳ୍ପ ଜଳସ୍ତର ବୃଦ୍ଧି

ଉପର ମୁଣ୍ଡରେ ବର୍ଷା କାରଣରୁ ଆଜି ଅନୁଗୋଳ ଡେରଜାଙ୍ଗ ଜଳସେଚନ ପ୍ରକଳ୍ପର ଗୋଟଏ ଗେଟ୍‌ ଦେଇ ଜଳ ନିଷ୍କାସନ କରାଯାଉଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : Sep 8, 2019, 5:16 PM IST

ଅନୁଗୋଳ: ଉପରମୁଣ୍ଡରେ ବର୍ଷା କାରଣରୁ ବଢୁଛି ଡେରଜାଙ୍ଗ ଜଳସେଚନ ପ୍ରକଳ୍ପର ଜଳସ୍ତର । ଫଳରେ ଏହି ପ୍ରକଳ୍ପର ଗୋଟିଏ ଗେଟ୍‌ ଆଜି ଖୋଲାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଗତକାଲି(ଶନିବାର) ରାତିରୁ ପ୍ରକଳ୍ପକୁ 120 କ୍ୟୁବିକ ମିଟର ପାଣି ପଶୁଥିଲା । ଆଜି ସକାଳୁ ବର୍ଷା ସାମାନ୍ୟ କମିଥିବାରୁ କମ ପାଣି ପ୍ରବେଶ କରୁଛି । ତେବେ ପ୍ରକଳ୍ପର ଗୋଟିଏ ଗେଟ ଦେଇ ଜଳ ନିଷ୍କାସନ କରାଯାଉଛି । ପ୍ରକଳ୍ପର ସର୍ବାଧିକ ଜଳ ଧାରଣ କ୍ଷମତା 150 ମିଟର ଥିବା ବେଳେ ବର୍ଷା ଯୋଗୁଁ 150 ମିଟରରୁ ଅଧିକ ପାଣି ହୋଇଥିଲା । ଆଜି ପରିସ୍ଥିତି ସ୍ଥିର ରହିଛି । ଆଗକୁ ଲଗାଣ ବର୍ଷା ହେଲେ ପୁଣି ଜଳସ୍ତର ବଢିବା ଆଶଙ୍କା ରହିଛି ବୋଲି ନିର୍ବାହୀ ଯନ୍ତ୍ରୀ ସୂଚନା ଦେଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଖୋଲିଲା ଡେରଜଙ୍ଗ ଜଳ ସେଚନ ପ୍ରକଳ୍ପ ର ଗେଟ । ଉପର ମୁଣ୍ଡରେ ବର୍ଷା କାରଣରୁ ବଢୁଛି ପ୍ରକଳ୍ପ ର ଜଳ ସ୍ଥର ।Body:ଲଗାଣ ବର୍ଷର ପ୍ରଭାବରେ ଡେରଜଙ୍ଗ ଜଳ ସେଚନ ପ୍ରକଳ୍ପ ରେ ଜଳ ସ୍ତର ବୃଦ୍ଧି ପାଉଛି। ଗତ କାଲି ରାତିରୁ ପ୍ରକଳ୍ପକୁ 120 କ୍ୟୁବିକ ମିଟର ପାଣି ପଶୁଥିଲା। ଆଜି ସକାଳୁ ବର୍ଷା ସାମାନ୍ୟ କମିଥିବାରୁ କମ ପାଣି ପ୍ରବେଶ କରୁଛି। ତେବେ ପ୍ରକଳ୍ପର ଗୋଟିଏ ଗେଟ ଦେଇ ଜଳ ନିଷ୍କାସନ କରା ଯାଉଛି। ପ୍ରକଳ୍ପର ସର୍ବାଧିକ ଜଳ ଧାରଣ କ୍ଷମତା 150 ମିଟର ଥିବା ବେଳେ ବର୍ଷା ଯୋଗୁଁ 150 ମିଟରରୁ ଅଧିକ ପାଣି ହୋଇଥିଲା। ଆଜି ପରିସ୍ଥିତି ସ୍ଥିର ରହିଛି। ଆଗକୁ ଲଗାଣ ବର୍ଷା ହେଲେ ପୁଣି ଜଳ ସ୍ତର ବଢିବାର ଆଶଙ୍କା ରହିଛି ବୋଲି ନିର୍ବାହୀ ଯନ୍ତ୍ରୀ ସୂଚନା ଦେଇଛନ୍ତି।

ବାଇଟ-ସରୋଜ କାନ୍ତ ମିଶ୍ର (ନିର୍ବାହୀ ଯନ୍ତ୍ରୀ,ଡେରଜଙ୍ଗ ପ୍ରକଳ୍ପ)Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.