ETV Bharat / state

କୁହୁଡିର ଆସ୍ତରଣରେ ଅନୁଗୋଳ

ରାଜ୍ୟରେ ଜାରି ରହିଛି ଶୀତର ଲହରୀ । ଅନୁଗୋଳ ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି ଶୀତର ପ୍ରକୋପ । ଜିଲ୍ଲାରେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

author img

By

Published : Jan 15, 2020, 1:22 PM IST

cold wave in angul
କୁହୁଡିର ଆସ୍ତରଣରେ ଅନୁଗୋଳ

ଅନୁଗୋଳ: ଘନ କୁହୁଡ଼ି ବଳୟରେ ଅନୁଗୋଳ । ଆଜି ସକାଳ ପ୍ରାୟ 8ଟା ପରେ ଆରମ୍ଭ ହୋଇ ଯାଇଥିଲା କୁହୁଡି । ଦିନ ଯେତିକି ବଢୁଛି କୁହୁଡି ସେତିକି ବଢ଼ିବାରେ ଲାଗିଛି । ରାସ୍ତାଘାଟ କିଛି ଦେଖା ଯାଉନି। ଯୁଆଡେ ଦେଖିଲେ ଧଳା ଚାଦର ଘୋଡେଇ ହେଲା ପରି ଜଣାପଡୁଛି । ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଦୋକାନ ବଜାର ବିଳମ୍ବିତ ପର୍ଯ୍ୟନ୍ତ ଖୋଲା ଯାଇ ପାରି ନାହିଁ । ଲୋକେ ଘରୁ ବାହାରକୁ ବାହାରି ପାରୁ ନାହାନ୍ତି ।

କୁହୁଡିର ଆସ୍ତରଣରେ ଅନୁଗୋଳ

ବିଶେଷ କରି ସାଧାରଣ ଓ ଦିନ ମଜୁରିଆଙ୍କ ଉପରେ କୁହୁଡି ଦାଉ ସାଧୁଛି। ଏମିତି ଶୀତ ଆଗରୁ କେବେ ହୋଇନଥିଲା ବୋଲି ସ୍ଥାନୀୟ ବାସିନ୍ଦା ମତ ପ୍ରକାଶ କରିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଅନୁଗୋଳ ରେ ଘନ କୁହୁଡି ।ପ୍ରଭାବିତ ଜୀବନ ଯାତ୍ରା ।Body:ଘନ କୁହୁଡ଼ିର ବଳୟରେ ଅନୁଗୋଳ। ଆଜି ସକାଳ ପ୍ରାୟ 8ଟା ପରେ ଆରମ୍ଭ ହୋଇ ଯାଇଥିଲା କୁହୁଡି। ଦିନ ଯେତିକି ବଢୁଛି କୁହୁଡି ସେତିକି ବଢ଼ିବାରେ ଲାଗିଛି। ରାସ୍ତାଘାଟ କିଛି ଦେଖା ଯାଉନି। ଯୁଆଡେ ଦେଖିଲେ ଧଳା ଚାଦର ଘୋଡେଇ ହେଲା ପରି ଜଣା ପଡୁଛି। ଯାନବାହନ ଚଳାଚଳ ବାଧା ପ୍ରାପ୍ତ ହୋଇଛି। ଦୋକାନ ବଜାର ବିଳମ୍ବିତ ପର୍ଯ୍ୟନ୍ତ ଖୋଲା ଯାଇ ପରି ନାହିଁ। ଲୋକେ ଘରୁ ବାହାରକୁ ବାହାରି ପାରୁ ନାହାନ୍ତି। ଏତେ କୁହୁଡି ଆଗରୁ ହୋଇ ନଥିଲା।
ବାଇଟ1-ଅନୁଗୋଳ ବାସିନ୍ଦା
ବାଇଟ2-ଅନୁଗୋଳ ବାସିନ୍ଦା
ବାଇଟ3-ଅନୁଗୋଳ ବାସିନ୍ଦାConclusion:ଘନ କୁହୁଡି ଯୋଗୁ ସାଧାରଣ ଜୀବନଯାତ୍ରା ବାଧା ପ୍ରାପ୍ତ ହୋଇଛି। ବିଶେଷ କରି ସାଧାରଣ ଓ ଦିନ ମଜୁରିଆଙ୍କ ଉପରେ କୁହୁଡି ଦାଉ ସାଧୁଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.