ETV Bharat / state

ସଚେତନ ନାଗରିକ, ସରକାରୀ ଘୋଷଣା ବିନା ଅନୁଗୋଳରେ କୋରୋନା କଟକଣା - ଅନୁଗୋଳ ଖବର

ଅନୁଗୋଳରେ କୋରୋନାରୁ ନିଜକୁ ସୁରକ୍ଷିତ କରିବା ପାଇଁ କୋରୋନା କଟକଣା ଘୋଷଣା । ବିନା ସରକାରୀ ଘୋଷଣାରେ କୋରୋନା କଟକଣା ପାଇଁ ନିଷ୍ପତ୍ତି ନେଲେ ସଚେତକ ବ୍ୟବସାୟୀ ଓ ବିଭିନ୍ନ ପୂଜା କମିଟି କର୍ମକର୍ତ୍ତା । ଅଧିକ ପଢନ୍ତୁ...

କୋରନା ପାଇଁ ସଚେତନ ! ବିନା ସରକାରୀ ଘୋଷଣାରେ ଅନୁଗୋଳରେ କୋରୋନା କଟକଣା

author img

By

Published : Oct 7, 2020, 4:53 PM IST

ଅନୁଗୋଳ : କୋରନା ଭୟ । ନିଜ ଆଡୁ ନିଜେ ସଚେତନ ହେଲେ ବ୍ୟବସାୟୀ । ବିନା ସରକାରୀ ଘୋଷଣାରେ ଅନୁଗୋଳରେ ଜାରି ହେଲା କଟକଣା ।

କୋରନା ପାଇଁ ସଚେତନ ! ବିନା ସରକାରୀ ଘୋଷଣାରେ ଅନୁଗୋଳରେ କୋରୋନା କଟକଣା
କୋରନା ପାଇଁ ସଚେତନ ! ବିନା ସରକାରୀ ଘୋଷଣାରେ ଅନୁଗୋଳରେ କୋରୋନା କଟକଣା

ଜିଲ୍ଲାରେ ବଢୁଥିବା କୋରୋନା ସଂକ୍ରମଣକୁ ରୋକିବା ପାଇଁ ନିଜ ଆଡୁ ନିଜେ ସଚେତନ ହୋଇଛନ୍ତି ଅନୁଗୋଳ ସହରର ବ୍ୟବସାୟୀ ଓ ବିଭିନ୍ନ ପୂଜା କମିଟି କର୍ମକର୍ତ୍ତା । ବନ୍ଦ ପାଇଁ କୌଣସି ସରକାରୀ କଟକଣା ନଥିବା ବେଳେ ନିଜ ଆଡୁ ନିଜେ ବଜାର ବନ୍ଦ କରିଛନ୍ତି ବ୍ୟବସାୟୀ । ବୁଧବାରଠାରୁ ଆସନ୍ତା ୧୦ ଦିନ ପର୍ଯ୍ୟନ୍ତ ଦୋକାନ ବଜାର ଅପରାହ୍ନ ଦୁଇଟା ପର୍ଯ୍ୟନ୍ତ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ ସହରରେ ଉପର ବେଳା ବିନା ସରକାରୀ ଘୋଷଣା ନାମରେ ଅଘୋଷିତ କର୍ଫ୍ୟୁ ଜାରୀ ହୋଇଛି ।

ଦୋକାନ ବନ୍ଦ କରିବା ନେଇ ଜିଲା ବଣିକ ସଂଘ ଓ ମିଳିତ ପୂଜା କମିଟି ଜିଲ୍ଲା ପ୍ରଶାସନକୁ ଅବଗତ କରାଇଛନ୍ତି । ଜିଲ୍ଲାରେ ଏବେ ପ୍ରତ୍ୟେକ ଦିନ 150 ରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ତାକୁ ନଜରରେ ରଖି ସଚେତନ ନାଗରିକ ହିସାବରେ ସମସ୍ତ ଏହାକୁ ମାନିବାକୁ ମଧ୍ୟ ନିବେଦନ କରିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.