ETV Bharat / state

ପିପିଇ କିଟ ପିନ୍ଧି କୋଭିଡ ହସ୍ପିଟାଲରେ ବିଧାୟକ, ରୋଗୀଙ୍କୁ ପରାରିଲେ ଭଲମନ୍ଦ

author img

By

Published : May 18, 2021, 11:02 PM IST

କୋଭିଡକ୍ରାନ୍ତ ରୋଗୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଲେ ବିଧାୟକ । ବର୍ତ୍ତମାନ ସମୟରେ ଚିକିତ୍ସା ଅପେକ୍ଷା ମନୋବଳ ସୁଦୃଢ ରଖିବାକୁ ପରାମର୍ଶ ଦେଇଛନ୍ତି । ଅଧିକ ପଢନ୍ତୁ..

ପିପିଇ କିଟ ପିନ୍ଧି କୋଭିଡ ହସ୍ପିଟାଲରେ ବିଧାୟକ, ରୋଗୀଙ୍କୁ ପରାରିଲେ ଭଲମନ୍ଦ
ପିପିଇ କିଟ ପିନ୍ଧି କୋଭିଡ ହସ୍ପିଟାଲରେ ବିଧାୟକ, ରୋଗୀଙ୍କୁ ପରାରିଲେ ଭଲମନ୍ଦ

ଅନୁଗୋଳ : ପିପିଇ କିଟରେ ବିଧାୟକ । ତାଳଚେର କୋଭିଡ ହସ୍ପିଟାଲ ଯାଇ ରୋଗୀଙ୍କୁ ପରାରି ବୁଝିଲେ ଭଲମନ୍ଦ । ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ କୋଭିଡ ଆଇସୋଲେନ ୱାର୍ଡରେ ପହଞ୍ଚି ସଂକ୍ରମିତଙ୍କୁ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଛିନ୍ତି । ଏଥିସହ ବର୍ତ୍ତମାନ ସମୟରେ ଚିକିତ୍ସା ଅପେକ୍ଷା ମନୋବଳ ସୁଦୃଢ ରଖିବାକୁ ପରାମର୍ଶ ଦେଇଛନ୍ତି । ସବୁ କଥା ଭୁଲି ମାନସିକ ଭାବେ ମଜବୁତ ରହିବାକୁ ରୋଗୀଙ୍କୁ ବୁଝାଉଥିବା ଦେଖିବାକୁ ମିଳିଛି ।

ରୋଗୀଙ୍କ ପାଖକୁ ଯାଇ ସେମାନଙ୍କ ଚିକିତ୍ସା କିଭଳି ଚାଲିଛି , ସେମାନଙ୍କୁ ଠିକ ଖାଦ୍ୟ ପେୟ ଦିଆ ଯାଇଛି କି ନାହିଁ ତାର ତଦାରଖ କରିଛନ୍ତି ବିଧାୟକ । ସଚେତକ ଲୋକ ପ୍ରତିନିଧି ଭାବେ କୋଭିଡ ହସ୍ପିଟାଲ ବ୍ୟବସ୍ଥା ଓ ପରିଚାଳନା ସମ୍ପର୍କରେ ହସ୍ପିଟାଲ କର୍ତ୍ତୃପକ୍ଷ ଙ୍କ ସହ ଆଲୋଚନା କରିଛନ୍ତି ବିଧାୟକ। ବିଧାୟକଙ୍କ ଏଭଳି ପ୍ରୟାସକୁ ଛୁଟିଛି ପ୍ରଶଂସାର ସୁଅ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.