ETV Bharat / state

ଅନୁଗୋଳରେ ବଢୁଛି କୋରୋନା ସଂକ୍ରମଣ, ଶନିବାର ରବିବାର ସଡ଼ଡାଉନ

ଜିଲ୍ଲାରେ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜୁଲାଇ ମାସର ପ୍ରତ୍ୟେକ ଶନିବାର ରବିବାର ସଡ଼ଡାଉନ ଘୋଷଣା କରାଯାଇଛି । ଏନେଇ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

ଅନୁଗାଳରେ ବଢୁଛି କୋରୋନା ସଂକ୍ରମଣ, ଶନିବାର ରବିବାର ସଡ଼ଡାଉନ

author img

By

Published : Jul 4, 2020, 12:22 AM IST

Updated : Jul 4, 2020, 2:27 AM IST

ଅନୁଗୋଳ: ଜିଲ୍ଲାରେ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜୁଲାଇ ମାସର ପ୍ରତ୍ୟେକ ଶନିବାର ରବିବାର ସଡ଼ଡାଉନ ଘୋଷଣା କରାଯାଇଛି । ଏନେଇ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ସୂଚନା ଦେଇଛନ୍ତି । ସେହିପରି ଶୁକ୍ରବାର ଜିଲ୍ଲାରେ 24 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାର ମୋଟ କୋରୋନା ପଜିଟିଭ ସଂଖ୍ୟା 96କୁ ବୃଦ୍ଧି ପାଇଛି ।

ଅନୁଗାଳରେ ବଢୁଛି କୋରୋନା ସଂକ୍ରମଣ, ଶନିବାର ରବିବାର ସଡ଼ଡାଉନ
ଅନୁଗାଳରେ ବଢୁଛି କୋରୋନା ସଂକ୍ରମଣ, ଶନିବାର ରବିବାର ସଡ଼ଡାଉନ
ଅନୁଗାଳରେ ବଢୁଛି କୋରୋନା ସଂକ୍ରମଣ, ଶନିବାର ରବିବାର ସଡ଼ଡାଉନ

ଶୁକ୍ରବାର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୧୬ ଜଣ ଘରୋଇ ଶିଳ୍ପ ସଂସ୍ଥାର କର୍ମଚାରୀ ବୋଲି ଜଣାପଡିଛି । ସେମାନଙ୍କ ମଧ୍ୟରେ ଜଣେ ମହିଳା ରହିଥିୂବା ସୂଚନା ମିଳିଛି । ଆକ୍ରାନ୍ତ ମାନେ ସଙ୍ଗରୋଧ କେନ୍ଦ୍ରରେ ତଥା ପେଡ଼ କ୍ବାରେଣ୍ଟାଟାଇନରେ ରହିଥିବା ବେଳେ ସେମାନଙ୍କୁ ତାଳଚେର କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।

ଅନୁଗୋଳ ଜିଲ୍ଲାରେ ବଢ଼ିବାରେ ଲାଗିଛି କୋରୋନା ରୋଗୀଙ୍କ ସଂଖ୍ୟା । ଗୁରୁବାର ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୨ ଥିବା ବେଳେ ଶୁକ୍ରବାର ୨୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହା ଜିଲ୍ଲା ପ୍ରଶାସନକୁ ଚିନ୍ତାରେ ପକାଇଛି। ସଂକ୍ରମଣ ଚେନକୁ ଭାଙ୍ଗିବାକୁ ଜୁଲାଇ ମାସର ପ୍ରତି ଶନିବାର ଓ ରବିବାରକୁ ସଟଡାଉନ ଘୋଷଣା କରାଯାଇଛି। ଏନେଇ ଅନୁଗୋଳ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ଭିଡ଼ିଓ ସହ ପ୍ରେସ ଇସ୍ତାହାର ମଧ୍ୟ ଜାରି କରିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Jul 4, 2020, 2:27 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.