ETV Bharat / state

ପାଞ୍ଚଟି ପ୍ରଶ୍ନ ନେତାଙ୍କୁ: ଛେଣ୍ଡିପଦାର କଂଗ୍ରେସ ବିଧାୟିକା ପ୍ରାର୍ଥିନୀ ସସ୍ମିତା ବେହେରା - Angul

ନିର୍ବାଚନ ଜିତିଲେ ମୁଁ କଣ କରିବି ? ମୋ ଅଞ୍ଚଳ ପାଇଁ ମୋର କର୍ତ୍ତବ୍ୟ କଣ ହେବ ? ଏ ସବୁର ଉତ୍ତର ରଖିଛନ୍ତି ସସ୍ମିତା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : Apr 1, 2019, 1:07 PM IST

ଅନୁଗୋଳ: ପାଞ୍ଚଟି ପ୍ରଶ୍ନ ନେତାଙ୍କୁ କାର୍ଯ୍ୟକ୍ରମରେ ସସ୍ମିତା ବେହେରା। କଂଗ୍ରେସ ପକ୍ଷରୁ ଛେଣ୍ଡିପଦା ବିଧାନସଭା ଆସନ ପାଇଁ ସସ୍ମିତାଙ୍କୁ ମିଳିଛି ଟିକେଟ । ଜିଲ୍ଲାର ଏକମାତ୍ର ମହିଳା ପ୍ରାର୍ଥିନୀ ହେଉଛନ୍ତି ସସ୍ମିତା।କୃଷି ଉପରେ ପ୍ରାଥମିକତା ଦେବେ ବୋଲି କହିଛନ୍ତି ସସ୍ମିତା। ସେ ନିର୍ବାଚନ ଜିତିଲେ ଅଞ୍ଚଳବାସୀଙ୍କ ସମସ୍ୟାର ସମାଧାନ ପାଇଁ ତୃଣମୂଳ ସ୍ତରରୁ କାମ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଗତ ୧୦ବର୍ଷ ଧରି ଅଞ୍ଚଳର ଶାସନ ବିଜେଡି ହାତରେ ଥିବା ବେଳେ ଅଞ୍ଚଳର କୌଣସି ବିକାଶ ହୋଇନଥିବା ସେ ଅଭିଯୋଗ କରିଛନ୍ତି।

ଆସନ୍ତା ନିର୍ବାଚନରେ ତାଙ୍କର ସ୍ଲୋଗାନ ରହିଛି ସମସ୍ତଙ୍କୁ ରୋଜଗାରର ଗ୍ୟାରେଣ୍ଟି। ଛେଣ୍ଡିପଦା ଅଞ୍ଚଳ ଖଣି କ୍ଷତିଗ୍ରସ୍ତ ହେବାକୁ ଥିବା ବେଳେ ଲୋକ କେମିତି ତାଙ୍କ ନ୍ୟାୟ ପାଇବେ ସେଥିପାଇଁ ସେ ଲଢେଇ କରିବେ ବୋଲି କହିଛନ୍ତି ସସ୍ମିତା ବେହେରା।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:Body:

Chandigarh: The State Special Operations Cell (SSOC) on Sunday arrested five "highly radicalised and motivated youth" who were allegedly planning to kill specific targets including Hindu leaders and members of Dera Sacha Sauda.

In a press release, Assistant Inspector General (AIG), SSOC, SAS Nagar Varinder Paul Singh said: "Acting on the direction given by the Director General of Police (DGP), Intelligence, VK Bhawra, the Special Cell on Sunday busted a militant module, which comprises highly radicalised and motivated youth."

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.