ETV Bharat / state

ଢକ ଢକ କରି କଲେଜ ଛାତ୍ରୀ ପିଉଛନ୍ତି ମଦ; ଭିଡିଓ ଭାଇରାଲ - କଲେଜ ଝିଅଙ୍କ ମଦପିଆ ଦୃଶ୍ୟ

ଏବେ ମୋବାଇଲ ରୁ ମୋବାଇଲ ଘୁରି ବୁଲୁଛି କଲେଜ ଝିଅଙ୍କ ମଦପିଆ ଦୃଶ୍ୟ । ଜିଲ୍ଲାର ଏକ ମହିଳା ମହାବିଦ୍ୟାଳୟର ଛାତ୍ରୀଙ୍କ ଖୁଲମଖୁଲା ମଦ ପିଇବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଅଧିକ ଖବର ପଢନ୍ତୁ...

ଢକ ଢକ କରି କଲେଜ ଛାତ୍ରୀ ପିଉଛନ୍ତି ମଦ; ଭିଡିଓ ଭାଇରାଲ
ଢକ ଢକ କରି କଲେଜ ଛାତ୍ରୀ ପିଉଛନ୍ତି ମଦ; ଭିଡିଓ ଭାଇରାଲ
author img

By

Published : Feb 4, 2020, 1:37 AM IST

ଅନୁଗୋଳ: ଏବେ ମୋବାଇଲ ରୁ ମୋବାଇଲ ଘୁରି ବୁଲୁଛି କଲେଜ ଝିଅଙ୍କ ମଦପିଆ ଦୃଶ୍ୟ । ଜିଲ୍ଲାର ଏକ ମହିଳା ମହାବିଦ୍ୟାଳୟର ଛାତ୍ରୀଙ୍କ ଖୁଲମଖୁଲା ମଦ ପିଇବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯାହାକୁ ନେଇ ଏବେ ତାଳଚେର ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ ବିଭିନ୍ନ ମହଲରେ ଏହାକୁ ନିନ୍ଦା କରାଯାଇଛି ।

ଢକ ଢକ କରି କଲେଜ ଛାତ୍ରୀ ପିଉଛନ୍ତି ମଦ; ଭିଡିଓ ଭାଇରାଲ

ସୋସିଆଲ ମେଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ୩ ରୁ ୪ ଜଣ ଝିଅଙ୍କୁ ଜଣେ ଯୁବକ ଗ୍ଲାସରେ ମଦ ଦେଉଛି । ଆଉ ସେହି ଛାତ୍ରୀ ମାନେ ଆଗ୍ରହ ସହକାରେ ମଦ ପିଉଛନ୍ତି । ଆଉ ଏହି ମଦ ପିଇବା ବେଳେ ଖୁସିରେ ଗଦଗଦ ହେଇ ଯାଉଛନ୍ତି ଛାତ୍ରୀ ।

ମଦ ଢାଳି ଦେଉଥିବା ଯୁବକ ଜଣଙ୍କ ମଧ୍ୟ ତାଳଚେର ଅଞ୍ଚଳର ବୋଲି ଜଣାପଡ଼ିଛି । ଏହି ଭିଡିଓ ଭାଇରାଲ ପରେ ଅଭିଭାବକ ମହଲରେ ଅସନ୍ତୋଷ ଦେଖା ଦେଇଛି । ତେବେ ଯୁବତୀ ମାନେ ଏଭଳି ଖୁଲମଖୁଲା ମଦ ପିଇବାକୁ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ତେବେ ଭିଡିଓଟି ପ୍ରକୃତରେ କେଉଁ ଅଞ୍ଚଳର ତାହା ସ୍ପଷ୍ଟ ଜଣାପଡ଼ିନାହିଁ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଅନୁଗୋଳ ରେ ଏବେ ମୋବାଇଲ ରୁ ମୋବାଇଲ ଘୁରି ବୁଲୁଛି କଲେଜ ଝିଅ ଙ୍କ ମଦ ପିଆ ଦୃଶ୍ୟ ।ଏହି ଭିଡିଓ ଅନୁଗୋଳ ଜିଲ୍ଲା ତାଳଚେର ମହିଳା ମହାବିଦ୍ୟାଳୟର ଛାତ୍ରୀଙ୍କ ମଦ ପିଇବା ଭିଡିଓ ବୋଲି ସୋସିଆଲ ମିଡିଆରେ ଭାଇରାଲ ହେଉଛି ।Body:। ଯାହାକୁ ନେଇ ଏବେ ତାଳଚେର ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ ବିଭିନ୍ନ ମହଲରେ ଏହାକୁ ନିନ୍ଦା କରା ଯାଇଛି । ସୋସିଆଲ ମେଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ୩-୪ ଜଣ ଝିଅଙ୍କୁ ଜଣେ ଯୁବକ ଗ୍ଲାସରେ ମଦ ଢାଳୁଛି । ଆଉ ଝିଅ ୩-୪ ଜଣ ଆଗ୍ରହ ସହକାରେ ମଦ ପିଉଛନ୍ତି । ଆଉ ଏହି ମଦ ପିଇବା ବେଳେ ଖୁସିରେ ଗଦଗଦ ହେଉ ଯାଉଛନ୍ତି ଯୁବତୀ । ମଦ ଢାଳି ଦେଉଥିବା ଯୁବକ ଜଣଙ୍କ ମଧ୍ୟ ତାଳଚେର ଅଞ୍ଚଳର ବୋଲି ଜଣା ପଡ଼ିଛି । ଏହି ଭିଡିଓ ଭାଇରାଲ ପରେ ଅଭିଭାବକ ମହଲରେ ଅସନ୍ତୋଷ ଦେଖା ଦେଇଛି । । ତେବେ ଯୁବତୀ ମାନେ ଏଭଳି ଖୁଲମଖୁଲା ମଦ ପିଇବାକୁ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।Conclusion:ତେବେ ଭିଡିଓ ଟି ପ୍ରକୃତ ରେ କୋଉଠି କାର ତା ସ୍ପଷ୍ଟ ଜଣା ପଡ଼ିନାହିଁ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.