ETV Bharat / state

ପୋଖରୀରେ ବୁଡି ଜୀବନ ହାରିଲା 4 ବର୍ଷର ବାଳକ

ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳରେ ଅଘଟଣ। ଭୁବନ ପୌରପରିଷଦ ପଛ ପୋଖରୀରେ ବୁଡ଼ି ବାଳକର ମୃତ୍ଯୁ ହୋଇଥିବା ଜଣାପଡିଛି ।

author img

By

Published : Jun 29, 2019, 8:59 PM IST

ଫଟୋ ସୌଜନ୍ଯ: ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ପୋଖରୀରେ ବୁଡି ଚାରିବର୍ଷର ଶିଶୁର ମୃତ୍ୟୁ । ଏଭଳି ଏକ ଅଘଟଣ ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳରେ । ପୌରପରିଷଦ ଅଫିସ ପଛପଟେ ଥିବା ଗୋଚ୍ଛାୟତ ପରିବାର ଘର ପାଖରେ ଥିବା ପୋଖରୀରେ ବୁଡି ବାପି ଗୋଚ୍ଛାୟତଙ୍କ ୪ ବର୍ଷର ପୁଅ ଗୌରବ ଗୋଚ୍ଛାୟତଙ୍କ ମୃତ୍ୟୁ ହୋଇଛି ।

ଭିଡ଼ିଓ ସୌଜନ୍ଯ: ସମ୍ବାଦଦାତା, ଅନୁଗୋଳ

ଗୌରବ ଖେଳୁଥିବା ବେଳେ ହଠାତ ନିଖୋଜ ହୋଇ ଯାଇଥିଲେ । ପରିବାର ଲୋକେ ବହୁତ ଖୋଜାଖୋଜି କରିବା ପରେ ପୋଖରୀରେ ବାଳକର ଜୋତା ଭାସୁଥିବାର ଦେଖିଥିଲେ । ପରେ ତାକୁ ପାଣିରୁ ଉଦ୍ଧାର କରି ଢେଙ୍କାନାଳ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥି୍ଲେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଗାଡ଼ିଆ ଟେ ବୁଡି ଜୀବନ ହାରିଲା 4 ବର୍ଷ ବାଳକ ।Body:ଗାଡ଼ିଆ ରେ ବୁଡି ଚାରିବର୍ଷ ର ଶିଶୁ ର ମର୍ତ୍ୟୁ । ଏଭଳି ଏକ ଅଘଟଣ ଘଟିଛି ଢେଙ୍କାନାଳ ଜିଲା ଭୁବନ NAC ଅଞ୍ଚଳରେ ।NAC ଅଫିସ ପଛପଟେ ଥିବା
ଗୋଛ୍ଛାୟତ ପରିବାର ଘର ପାଖରେ ଥିବା ପାଣି ଗଡିଆରେ ବୁଡି ବାପି ଗଛ୍ଛାୟତଙ୍କ ୪ ବର୍ଷର ପୁଅ ଗୌରବ ଗୋଛ୍ଛାୟତଙ୍କର ମୃତ୍ୟୁ ଘଟିଛି ।ଗୌରବ ଖେଳୁଥିବା ବେଳେ ହଠାତ ନିଖୋଜ ହୋଇ ଯାଇଥିଲା । ପରିବାର ଲୋକେ ବହୁତ ଖୋଜାଖୋଜି କଲାପରେ ପାଣି ଗଡିଆରେ ତାର ଜୋତା ଭାସୁଥିବାର ଦେଖି ତାକୁ ପାଣିରୁ ଉଦ୍ଧାର କରି ଢେଙ୍କାନାଳ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରି ଶବ ବ୍ୟବଛେଦ ପାଇଁ ପଠାଇଥି୍ଲେ ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.