ETV Bharat / state

ଅନୁଗୋଳ ପୋଲିସ ହାତରେ ବ୍ରାଉନସୁଗାର ବେପାରୀ - ଧଳାଜହର

ଘରେ ଧଳାଜହର କାରବାର କରୁଥିବାବେଳେ ନାଲକୋ ଥାନା ପୋଲିସ ହାତରେ ଧରା ପଡିଛି ଜଣେ ଯୁବକ ।  ବଳରାମ ପ୍ରସାଦ ପାଟଣା ସାହିରେ ଚାଲିଥିଲା ଏହି ବ୍ରାଉନସୁଗାର କାରବାର । ଏହି ଜହର କେଉଁଠୁ ଆଣି ବିକୁଥିଲା ସେ ନେଇ ଅଧିକ ତଦନ୍ତ କରୁଛି ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : Sep 4, 2019, 1:38 AM IST

Updated : Sep 4, 2019, 1:51 AM IST

ଅନୁଗୋଳ: ଧଳା ଜହର ନିଶାରେ ଅନୁଗୋଳବାସୀ । ଅନୁଗୋଳରେ ବ୍ରାଉନ ସୁଗାର କାରବାର କରୁଥିବା ଜଣେ ଯୁବକକୁ ଆଜି ଗିରଫ କରିଛି ପୋଲିସ । ନାଲକୋ ଥାନା ପୋଲିସ ଏହି ବ୍ରାଉନସୁଗାରର କାରବାରର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ସହ ତାହାଠାରୁ 2 ଲକ୍ଷ 94 ହଜାର ଟଙ୍କା ମଧ୍ୟ ଜବତ କରିଛି ।

ନାଲକୋ ଥାନା ଅନ୍ତର୍ଗତ ବଳରାମ ପ୍ରସାଦ ପାଟଣା ସାହିରୁ ଜବତ ହୋଇଛି ଏହି ବ୍ରାଉନ ସୁଗାର । ଯାହାର ଓଜନ ପ୍ରାୟ ୧୦ ଗ୍ରାମ ହେବ । ପାଟଣା ସାହିର ବିକ୍ରମ ବେହେରା ନିଜ ଘରେ ବିକ୍ରି କରୁଥିବା ବେଳେ ଗିରଫ କରିଛି ପୋଲିସ । ତେବେ ସେ ଏହି ଜହର କେଉଁଠୁ ଆଣି କେଉଁଠି ବିକୁଥିଲା ସେ ନେଇ ଅଧିକ ତଦନ୍ତ କରୁଛି ପୋଲିସ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଅନୁଗୋଳ ରେ ହେଉଛି ଧଳା ଜହର କାରବାର । 2 ଲକ୍ଷ ଟଙ୍କା ସହ ବ୍ରାଉନ ସୁଗାର ଜବଦ . Body:ଅନୁଗୋଳ ରେ କାରବାର ହେଉଛି ଧଳା ଜହର । ଏହି ଧଳା ଜହର ବା ବ୍ରାଉନ ସୁଗାର କାରବାର କରିଥିବା ଜଣେ ଯୁବକ କୁ ଆଜି ଗିରଫ କରିଛି ପୋଲିସ । ଜିଲା ର ନାଲକୋ ଥାନା ପୋଲିସ କବଜା ରେ ଧରା ପଡିଛି ଏହି ବ୍ରାଉନ ସୁଗାର ର କାରବାର ର ମୁଖ୍ୟ । ନାଲକୋ ଥାନା ର ବଳରାମ ପ୍ରସାଦ ପାଟଣା ସାହିର ରୁ ଜବଦ ହୋଇଛି ବ୍ରାଉନ ସୁଗାର । ଜାହାର ଓଜନ ପ୍ରାୟ ୧୦ ଗ୍ରାମ ହେବ । ପାଟଣା ସାହିର ବିକ୍ରମ ବେହେରା ନିଜ ଘରେ ବିକ୍ରି କରୁଥିବା ବେଳେ ଗିରଫ କରିଛି ପୋଲିସ। ଏଥି ସହ 2 ଲକ୍ଷ 94 ହଜାର ଟଙ୍କା ମଧ୍ୟ ଜବତ କରିଛି ପୋଲିସ । Conclusion:ତେବେ ସେ ଏହି ଜହର କେଉଁଠୁ ଆଣି କେଉଁଠି ବିକୁଥିଲା ସେ ନେଇ ଅଧିକ ତଦନ୍ତ କରୁଛିପୋଲିସ ।
Last Updated : Sep 4, 2019, 1:51 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.