ETV Bharat / state

ବ୍ରାଉନସୁଗାର ବେପାର ପାଇଁ ସଜବାଜ ବେଳେ ପୋଲିସର ଚଢାଉ - Broun sugar sized from Anugul

ବଂରପାଳ ଥାନାର ତାଳଚେର ରୋଡ଼ ଷ୍ଟେସନରେ ବିକ୍ରି ପାଇଁ ଯୋଜନା କରୁଥିବା ବେଳେ ପୋଲିସ ଚଢ଼ାଉ କରି 6 ଜଣଙ୍କୁ ଗିରଫ କରିଛି ।

ଅନୁଗୋଳରେ ବ୍ରାଉନସୁଗାର
author img

By

Published : Nov 10, 2019, 6:39 PM IST

ଅନୁଗୋଳ: ଜିଲ୍ଲାରେ ପୁଣି ଧଳା ଜହର କାରବାର । ବେପାର ପାଇଁ ସଜବାଜ ବେଳେ ଜିଲ୍ଲା ପୋଲିସର ଚଢାଉ । ରବିବାର ବଂରପାଳ ପୋଲିସ ଉଢାଉ କରି 6 ଜଣଙ୍କୁ ଗିରଫ କରିଛି । ବ୍ରାଉନ ସୁଗାର ସହ ଏମାନଙ୍କ ନିକଟରୁ ଆଲୁମିନିୟମ ପ୍ଲେଟ, କଲର ପେପର ଆଦି ଜବତ କରିଛି ।

ତେବେ ବଂରପାଳ ଥାନାର ତାଳଚେର ରୋଡ଼ ଷ୍ଟେସନରେ ବିକ୍ରି ପାଇଁ ଯୋଜନା କରୁଥିବା ବେଳେ ପୋଲିସ ଚଢ଼ାଉ କରି ଏମାନଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ବଂରପାଳ ଥାନା ଅଞ୍ଚଳର ଶ୍ରୀରାମ ସାହୁ, ନଗେନ ବେହେରା, ଶକ୍ତିସଂଗ୍ରାମ ଖିଲାର ଓ ଲୋକେଶ ସାହୁ ଏବଂ ନାଲକୋ ଥାନା ଅଞ୍ଚଳର ଶୋଭାଗ୍ୟ ସୁବୁଦ୍ଧି ଓ ବାଦଲ ବେହେରା । ଏମାନେ ରେଳ ଷ୍ଟେସନରେ ବ୍ରାଉନ ସୁଗାର ଆଣି ବିକ୍ରି ପାଇଁ ପ୍ୟାକିଙ୍ଗ କରୁଥିବା ବେଳେ ସମସ୍ତଙ୍କୁ ଗିରଫ କରିଛି ପୋଲିସ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଅନୁଗୋଳ ରେ ପୁଣି ଧଳା ଜହର । ଏଥର ଧଳା ଜହର ସହ ଆଲୁମିନିୟମ ପ୍ଲେଟ, କଲର ପେପର, ଚାମଚ ଓ ଚିଲମ ଆଦି ଜବଦ କରିଛି ଜିଲ୍ଲାର ବଂରପାଳ ପୋଲିସ । ଏହା ସହ 6 ଜଣଙ୍କୁ ଗିରଫ ମଧ୍ୟ କରିଛି ପୋଲିସ Body:। ଗିରଫ 6 ଜଣଙ୍କ ନିକଟରୁ ପୋଲିସ 5 ଟି ମୋବାଇଲ ଫୋନ, 3 ଟି ମଟର ସାଇକେଲ ଓ 5ହଜାର ରୁ ଅଧିକ ଟଙ୍କା ଯବଦ କରିଛି । ବଂରପାଳ ଥାନାର ତାଳଚେର ରୋଡ଼ ଷ୍ଟେସନ ରେ ବିକ୍ରି ପାଇଁ ଯୋଜନା କରୁଥିବା ବେଳେ ପୋଲିସ ଚଢ଼ାଉ କରି ଏମାନଙ୍କୁ ଗିରଫ କରିଥିବା ଏକ ପ୍ରେସ ନୋଟ ରେ ପ୍ରକାଶ କରିଛି । ଗିରଫ ମାନେ ହେଲେ ବଂରପାଳ ଥାନା ଅଂଚଳ ର ଶ୍ରୀରାମ ସାହୁ, ନଗେନ ବେହେରା, ଶକ୍ତିସଂଗ୍ରାମ ଖିଲାର ଓ ଲୋକେଶ ସାହୁ ଏବଂ ନାଲକୋ ଥାନା ଅଂଚଳ ର ଶୋଭାଗ୍ୟ ସୁବୁଦ୍ଧି ଓ ବାଦଲ ବେହେରା । ଏମାନେ ରେଳ ଷ୍ଟେସନ ରେ ବ୍ରାଉନ ସୁଗାର ଆଣି ବିକ୍ରି ପାଇଁ ପ୍ୟାକିଙ୍ଗ କରୁଥିବା ବେଳେ ପୋଲିସ ଏମାନଙ୍କୁ ଗିରଫ କରିଛି । Conclusion:ଜିଲ୍ଲାରେ ବିଭିନ୍ନ ଅଞ୍ଚଳ ରେ ବ୍ରାଉନ ସୁଗାର ରାକେଟ ସକ୍ରିୟ ଥିବା ବେଳେ ପୋଲିସ କିଛି ପରିମାଣ ରେ ବ୍ରାଉନ ସୁଗାର ଯବଦ କରିବା ସହ କିଛି ଯୁବକଙ୍କୁ ମଧ୍ୟ ଗିରଫ କରିଛି ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.