ETV Bharat / state

ଶ୍ରାବଣ ଶେଷ ସୋମବାର; ଶୈବପୀଠରେ କାଉଡିଆଙ୍କ ଭିଡ - ଶ୍ରାବଣମାସ ଶେଷ ସୋମବାର

ଶ୍ରାବଣମାସ ଶେଷ ସୋମବାର ଉପଲକ୍ଷେ ଅନୁଗୋଳ ଜିଲ୍ଲାର ବିଭିନ୍ନ ଶୈବପୀଠରେ କାଉଡିଆମାନଙ୍କ ଭିଡ ଦେଖିବାକୁ ମିଳିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : Aug 12, 2019, 7:12 PM IST

ଅନୁଗୋଳ: ଶ୍ରାବଣ ମାସର ଶେଷ ସୋମବାର ଉପଲକ୍ଷେ ଅନୁଗୋଳ ଜିଲ୍ଲାର ବିଭିନ୍ନ ଶୈବପୀଠ ସମେତ ଢେଙ୍କାନାଳର କପିଳାସରେ ଶ୍ରଦ୍ଧାଳୁମାନଙ୍କ ଭିଡ ଦେଖିବାକୁ ମିଳିଥିଲା । ମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତଙ୍କ ଜଳଲାଗି ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଜିଲ୍ଲାର ଚଣ୍ଡିଖମଣ ଶିବ ମନ୍ଦିର ସମେତ ପାଲଲହଡ଼ାର ଖୁଲୁଡି, ଆଠମଲ୍ଲିକର ଦେଉଳଝରି ଆଦି ଶୈବ ପୀଠରେ ବିଶେଷ ଭିଡ ଦେଖିବାକୁ ମିଳିଥିଲା । ସେହିପରି ଢେଙ୍କାନାଳର ପ୍ରସିଦ୍ଧ ଶୈବପୀଠ କପିଳାସରେ ମଧ୍ୟ ହଜାର ହଜାର କାଉଡ଼ିଆଙ୍କ ଭିଡ଼ ଲାଗି ରହିଥିଲା । ଶ୍ରାବଣ ମାସରେ ଶିବଙ୍କୁ ଜଳଲାଗି କଲେ ପୁଣ୍ୟ ମିଳିଥାଏ ବୋଲି ବିଶ୍ବାସ କରାଯାଏ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଶ୍ରାବଣ ଶେଷ ସୋମବାର । ଶିବାଳୟରେ ରେ କାଉଡ଼ିଆ ଙ୍କ ଭିଡ଼ - Body:ଶ୍ରାବଣ ଶେଷ ସୋମବାର ।ଅନୁଗୋଳ ଜିଲ୍ଲାର ବିଭିନ୍ନ ଶୈବପୀଠରେ ମହାଦେବଙ୍କୁ ପୂଜାର୍ଚ୍ଚନା ପାଇଁ ଦେଖିବାକୁ ମିଳିଥିଲା ଶ୍ରଦ୍ଧାଳୁଙ୍କ ଭିଡ । ମହାଦେବଙ୍କୁ ଜଳାଭିଷେକ କରିବା ସବୁଠି ଆଜି କାଉଡିଆଙ୍କ ଭିଡ ଦେଖିବାକୁ ମିଳିଥିଲା । ଚାରି ପାଳି ଧରି ଜଳାଭିଷେକ କରିଆସୁଥିବା କାଉଡିଆଙ୍କର ଆଜି ଶେଷ ଦିନ ଏଥିପାଇଁ ଅନୁଗୋଳର ଚଣ୍ଡିଖମଣ ଶିବ ମନ୍ଦିରରେ ଲାଗି ରହିଥିଲା ନାହିଁନଥିବା ଭିଡ । ମନସ୍କାମନା ପୂରଣ ପାଇଁ ବିଭିନ୍ନ ନଦୀ ଓ ଜଳାଶୟରୁ ଜଳ ଭାର ଆଣି ଭୋଳା ଶଙ୍କରଙ୍କୁ ଜଳ ଲାଗି କରିଛନ୍ତି କାଉଡିଆ । ସେହିଭଳି ଜିଲ୍ଲାର ପାଲଲହାଡ଼ା ଖୁଲୁଡି , ଆଠମଲ୍ଲିକ ର ଦେଉଳଝରି ଆଦି ଶୈବ ପୀଠରେ ଭଡା ଦେଖୁବକୁ ମିଳିଥିଲା । ଓଡ଼ିଶାର ପ୍ରସିଦ୍ଧ ଶୈବ ପୀଠ ଢେ଼ଙ୍କାନାଳ ଜିଲ୍ଲର ର କପିଲାସରେ ମଧ୍ୟ କାଉଡ଼ିଆ ଙ୍କ ଭିଡ଼ ଦିନ ତମାମ ଲାଗି ରହିଥିଲା । ବିଶ୍ୱାସ ରହିଛି ଶ୍ରାବଣ ମାସରେ ଶିବଲିଙ୍ଗରେ ପାଣି ଢ଼ାଳିଲେ କୋଟି ପୂଣ୍ୟ ମିଳିଥାଏ । ଏଥିପାଇଁ ମନ୍ଦିର କମିଟି ମାନଙ୍କ ପକ୍ଷରୁ ଭକ୍ତଙ୍କ ଶୃଙ୍ଖଳିତ ଜଳ ଲାଗି ପାଇଁ ବ୍ୟବସ୍ଥା କରାଯାଇଥିଲା ।
Byte – 1 କାଉଡିଆ
Byte – 2 ଶ୍ରଦ୍ଧାଳୁ
Byte – 3 ଗିରୀଶ ଚନ୍ଦ୍ର ମହାପାତ୍ର , ମନ୍ଦିର କମିଟି କର୍ମକର୍ତ୍ତାConclusion:ଭିଡକୁ ନଜର ରଖି ସବୁଠି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.